ଟ୍ୟାଙ୍କ ଅଭ୍ୟାସ ବେଳେ ଭାସିଗଲେ 5 ଯବାନ

ଅର୍ଗସ ବ୍ୟୁରୋ: ଭାସିଗଲା ସେନା ଟ୍ୟାଙ୍କ୍ । ଲଦାଖ ଅଂଚଳରେ ଟ୍ୟାଙ୍କ ଅଭ୍ୟାସ ବେଳେ ଅଚାନକ ପାଣି ମାଡି ଆସିଥିଲା । ଏଥିରେ ଟ୍ୟାଙ୍କଟି ଭାସି ଯାଇଥିଲା । ଏଥିସହ ଟ୍ୟାଙ୍କରେ ଥିବା ୫ ଯବାନ ମଧ୍ୟ ଭାସି ଯାଇଛନ୍ତି । ସେମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖୋଜାଯାଉଛି ।
A mishap took place in the Daulat Beg Oldie area of Ladakh during a tank exercise of crossing the river yesterday in the sector due to a sudden increase in water levels there. Loss of lives of Army personnel is feared. More details are awaited: Defence officials pic.twitter.com/my7pYEvWP8
— ANI (@ANI) June 29, 2024
📱 Get Argus News App
✨ଟ୍ୟାଙ୍କ ଅଭ୍ୟାସ ବେଳେ ଲଦାଖର ଦୌଲତ ବେଗ ଓଲଡି ଅଞ୍ଚଳରେ ହଠାତ୍ ନଦୀ ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ଏହି ଦୁର୍ଘଟଣା ଘଟିଯାଇଛି । ଟ୍ୟାଙ୍କରେ ମୋଟ୍ 5 ଜଣ ଯବାନ ଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଯବାନଙ୍କୁ ଖୋଜାଯାଉଛି ।
There were five soldiers in the tank at the time of the incident including one JCO and 4 Jawans. One person has been located while the search for others is still going on: Defence Officials
— ANI (@ANI) June 29, 2024