Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରଥମଥର ପାଇଁ ସାମ୍ନାକୁ ଆସିଲା ଅପରେସନ ସିନ୍ଦୂରର ଓ୍ବାର ରୁମ୍‌ର ଦୃଶ୍ୟ

Rashmita Mishra
Browse all articles by Rashmita Mishra
·1 year ago
ପ୍ରଥମଥର ପାଇଁ ସାମ୍ନାକୁ ଆସିଲା ଅପରେସନ ସିନ୍ଦୂରର ଓ୍ବାର ରୁମ୍‌ର ଦୃଶ୍ୟ

Key Points

ଅପରେସନ ସିନ୍ଦୂରର ଓ୍ବାର ରୁମ୍‌ର ଦୃଶ୍ୟ
ପ୍ରଥମଥର ପାଇଁ ସାମ୍ନାକୁ ଆସିଲା ଓ୍ବାର ରୁମ୍‌ର ଦୃଶ୍ୟ
୩ ସେନା ବାହିନୀ ମୁଖ୍ୟ ଏମିତି ପରିଚାଳନା କରୁଥିଲେ ଅପରେସନ ସିନ୍ଦୂର

ପ୍ରଥମଥର ପାଇଁ ଅପରେସନ ସିନ୍ଦୂରର ଓ୍ବାର ରୁମ୍‌ର ଦୃଶ୍ୟ ସାମ୍ନାକୁ ଆସିଛି । ତିନି ସେନା ମୁଖ୍ୟ ଅପରେସନ ସିନ୍ଦୂରକୁ କିପରି ପରିଚାଳନା କରିଥିଲେ ତାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି । ଅପରେସନ ସିନ୍ଦୂର ବେଳର ଦୃଶ୍ୟ  ଯେଉଁଥିରେ ପହଲଗାମ ଘଟଣାରେ ପ୍ରତିଶୋଧ ନେବା ପାଇଁ ସବୁ ରଣନୀତିକୁ କାର୍ଯ୍ୟକାରୀ କରାଯାଇଥିଲା । କେଉଁ ସମୟରେ, କେତେବେଳେ, କେଉଁଠି ଓ କିପରି ହେବ ଆଟାକ୍ । ଆତଙ୍କୀ ଆଡ୍ଡାକୁ ଧୂଳିସାତ୍ ସହ ଆତଙ୍କୀଙ୍କୁ ପାଳିଥିବା ପାକିସ୍ତାନକୁ ଜବାବ୍ ଦିଆଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a-view-of-operation-sindoors-recovery-room-has-emerged-for-the-first-time | Argus News