|
logo
Live

Argus News - ଏଣିକି ଆଧାର କାର୍ଡ ବଦଳରେ ବ୍ୟବହାର ହେବ ଆଧାର ଆପ

National

ଏଣିକି ଆଧାର କାର୍ଡ ବଦଳରେ ବ୍ୟବହାର ହେବ ଆଧାର ଆପ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଏଣିକି ଆଧାର କାର୍ଡ ବଦଳରେ ବ୍ୟବହାର ହେବ ଆଧାର ଆପ

ଲଞ୍ଚ ହେଲା ନୂଆ ‘Aadhar App’ । ଏଣିକି ଆଉ ନେବାକୁ ପଡିବ ନାହିଁ ଆଧାର କାର୍ଡର ଫଟୋକପି । ଡିଜିଟାଲ ଇଣ୍ଡିଆ ଆଡ଼କୁ କେନ୍ଦ୍ର ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ। ଏଣିକି ଆଧାର କାର୍ଡ ବଦଳରେ ବ୍ୟବହାର ହେବ ଆଧାର ଆପ । ଏହି ଆପ ସାହାଯ୍ୟରେ ଆଧାର କାର୍ଡର ଫଟୋକପି ନେବାକୁ ପଡିବ ନାହିଁ । ଆଧାର କାର୍ଡ ମଧ୍ୟ ଦେଖାଇବାକୁ ପଡ଼ିବ ନାହିଁ ।


UPI ପରି QR କୋଡ୍ ସ୍କାନ କରି ସମସ୍ତ ସେବା ପାଇପାରିବେ । ଆଧାର ଉପଭୋକ୍ତାଙ୍କ ତଥ୍ୟ ସୁରକ୍ଷିତ ରହିବା ସହ ଠକେଇ ହ୍ରାସ ହେବ । AI CHAT GPT ରେ ଫେକ୍ ଆଧାର କାର୍ଡ ହେଉଥିବାରୁ ଫେସ୍ ଆପ୍ ଏହାକୁ ରୋକିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି ଆପ ଫେସ୍ ଆଇଡି ବ୍ୟବହାର କରି ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ କରିବ। AI CHAT GPTରେ ଫେକ୍ ଆଧାର କାର୍ଡ ହେଉଥିବାରୁ ଏହି ଫେସ ଆପ୍ ଏହାକୁ ରୋକିପାରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଏଣିକି ଆଧାର କାର୍ଡ ବଦଳରେ ବ୍ୟବହାର ହେବ ଆଧାର ଆପ | Argus News