Videos
|
National

ଯାତ୍ରୀବାହ ବସ୍ ଘାଟିକୁ ଖସି ପ୍ରାୟ ୨୪ଜଣଙ୍କ ମୃତ୍ୟୁ ହେବା ସହ  ୫ଜଣ ଗୁରୁତର

Rashmita Mishra
Browse all articles by Rashmita Mishra
·1 year ago
ଯାତ୍ରୀବାହ ବସ୍ ଘାଟିକୁ ଖସି ପ୍ରାୟ ୨୪ଜଣଙ୍କ ମୃତ୍ୟୁ ହେବା ସହ  ୫ଜଣ ଗୁରୁତର

ଅର୍ଗସ ବ୍ୟୁରୋ: ମେକ୍ସିକୋ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହ ବସ୍ ଘାଟିକୁ ଖସିବା ଯୋଗୁ ପ୍ରାୟ ୨୪ଜଣଙ୍କ ମୃତ୍ୟୁ ହେବା ସହ  ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିରଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମେକ୍ସିକୋର କେନ୍ଦ୍ରୀୟ ଜାତୀୟ ରାଜପଥରେ ଯାତ୍ରୀବାହୀ ବସ୍‌କୁ ମକ୍କା ଭର୍ତ୍ତି ଟ୍ରାକ୍ଟର ପଛରୁ ଧକା ଦେଇଥିଲା । ଫଳରେ ବସ୍‌‌ଟି ଭାରସାମ୍ୟ ହରାଇ ଘାଟିକୁ ଖସିପଡ଼ିଥିଲା ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
About 24 people died and 5 people were seriously injured when the passenger bus fell into the gorge | Argus News