Videos
|
National

୯  ଦବାଇବା ଦ୍ୱାରା ଚାଲିଗଲା ସବୁ... 

Manini Pattanayak
Browse all articles by Manini Pattanayak
·2 years ago·2 min read
୯  ଦବାଇବା ଦ୍ୱାରା ଚାଲିଗଲା ସବୁ... 

ନୂଆଦିଲ୍ଲୀ: ଆଜିକାଲି  ସମୟରେ ଫ୍ରଡ  କେବେ କେତେବେଳେ ଆଉ କେଉଁ  ପରିସ୍ଥିତିରେ  କାହା ସହ  ହେବେ ତାହା ଖବର କାହା  ପାଖରେ ନାହିଁ।  ଏହାରି ମଧ୍ୟରେ ଏକ  ଡରାଇବାଭଳି ଖବର  ଖବର ସାମନାକୁ ଆସିଛି।  ଜଣେ ବ୍ୟକ୍ତି ତାଙ୍କ ଫୋନରେ ୯ ନମ୍ବର  ଦବାଇବା  ଦ୍ୱାରା ଫ୍ରଡ୍‌ ର ସିକାର  ହୋଇଛନ୍ତି।  ସମୟ ଥିଲା ସକାଳ ୧୦ଟା।  ଆଉ ଅଜୟ କାମକୁ ବାହାରିବା ପାଇଁ ପ୍ରସ୍ତୁତ  ହେଉଥିଲେ। ଏହି ସମୟରେ ଫେଡକ୍ସନ ରୁ ଏକ ଚିନ୍ତାଜନକ କଲ୍‌  ଆସିଲା। ଯେଉଁଥିରେ  କୁହାଗଲା  ତାଙ୍କ ନାମରେ ଏକ ଅବୈଧ ଶିପମେଣ୍ଟ ଯାହା  କାନୁନ ଏଜେନ୍ସି ଦ୍ୱାରା ଜବତ କରିଦିଆଯାଇଛି।  ଏହା ପରେ ତାଙ୍କୁ ଆଉ ଏକ  ଫଲୋଅପ କଲ ଆସିଲା।  

ଯେଉଁଥିରେ  ତାଙ୍କୁ ୯ ପ୍ରେସ କରି  ସମସ୍ୟାକୁ ସୁଧାରିବା ପାଇଁ ଗ୍ରାହକ ସେବା ସହ ସମ୍ପର୍କ  କରନ୍ତୁ ବୋଲି କୁହାଗଲା।  ଏହାପରେ ୯ ଦବାଇବା ଦ୍ୱାରା  ବ୍ୟକ୍ତିଗତ ସୂଚନା ମଧ୍ୟ  ଲିକ୍‌ ହୋଇଗଲା। ତେବେ  ତାଙ୍କ ସହ ଏଇଠାରୁ ଆରମ୍ଭ ହେଲା  ଫ୍ରଡ। ସୂନାମୂତାବକ, ସ୍କେମର୍ସ ୟୁଜର୍ସଙ୍କୁ ଅଧିକ ସୂଚନା ଏବଂ ସହାୟତା  ଜାଣିବା  ପାଇଁ  ୯ ନମ୍ବର  ପ୍ରେସ କରିବା ପାଇଁ  କହିଥାନ୍ତି।  ୯ ଦବାଇବା ଦ୍ୱାରା ରିପ୍ରେଜେନଟେଟିଭ୍‌ଙ୍କ ସହ ଯୋଡି ହୋଇଥାନ୍ତି।   ଯିଏ କି ନଜେ  କଷ୍ଟମ  ଡିପାର୍ଟମେଣ୍ଟ ର ଅଧିକାରୀ  କହିଥାନ୍ତି।   କୁହାଯାଉଛି ଯେ  ଏମିତି ଶୈଳିରେ  ଫ୍ରଡ କରିବା ସହଜ ହୋଇଥାଏ।   କାରଣ ବ୍ୟକ୍ତିଙ୍କୁ  ଲାଗିଥାଏ  ତାଙ୍କ  ନିକଟକୁ   ଠିକ୍‌ କଲ ଆସୁଛି । ଆଜିକାଲି ସ୍କେମର୍ସ  AI ରୁ ଆଓ୍ୱାଜ ପରିବର୍ତ୍ତନ କରୁଛନ୍ତି। ୟୁଜର୍ସଙ୍କ ସମ୍ପର୍କୀୟ ଏବଂ  ସାଙ୍ଗସାଥି କହି ଫ୍ରଡ କରୁଛନ୍ତି। 
 

କିପରି କରିବେ ରକ୍ଷା ?
 ଏଥିରୁ ରକ୍ଷା ପାଇବାର ରାସ୍ତା  ବହୁତ ସହଜ ।  କିନ୍ତୁ ଏଥିପାଇଁ ଆପଣଙ୍କୁ ସାମନ୍ୟ  ସତର୍କ ରହିବାର ଆବଶ୍ୟକତା। ବିଏକ୍ସପର୍ଟସ  କହିଛନ୍ତି  ପ୍ରାୟତଃ ଅଧିକ ଭୁଲ  ପୀଡିତଙ୍କର ଥାଏ। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: