Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହ୍ଵାଟ୍ସଆପର ଵଡ ପରିଵର୍ତ୍ତନ

Rashmita Mishra
Browse all articles by Rashmita Mishra
·2 years ago·1 min read
ହ୍ଵାଟ୍ସଆପର  ଵଡ ପରିଵର୍ତ୍ତନ

ଅର୍ଗସ ବ୍ୟୁରୋ: ହ୍ଵାଟ୍ସସଆରେ ଏବେ ଅସିଛି ଏକ ନୂଆ ଫିଚର ଯାହା ହ୍ଵାଟ୍ସସପ ବ୍ୟବହାର କରୁଥିବା ଉପଭକ୍ତା ମାନଙ୍କୁ  ବ୍ୟବହାର କରିବାରେ ବହୁତ ଭଲ ସୁବିଧା ମିଳିବ। 

ଗତ ବର୍ଷ ସେପ୍ଟେମ୍ବରରେ ହ୍ଟାସ୍ଆପ୍ ଏକ ଅଫର୍ କରିଥିଲା । ଏହା ସହିତ କମ୍ପାନୀ, ସେଲିବ୍ରିଟି ଏବଂ ଉପଭୋକ୍ତାମାନେ ବଡ଼ ବଡ ଗୋଷ୍ଠୀକୁ ବାର୍ତ୍ତା ପଠାଇ ପାରିବେ।  ହ୍ଵାଟ୍ସସପ କହିଛି ଯେ  ଆପଣଙ୍କର ନିୟମିତ ଚାଟ୍ ଠାରୁ ନେଇ ସବୁ କିଛି ଭିନ୍ନ ଅଟେ। କିନ୍ତୁ ବର୍ତ୍ତମାନ ସେ ସଵୁରେ କିଛି ପରିଵର୍ତ୍ତନ ହେବାକୁ ଯାଉଛି ।ହ୍ଵାଟ୍ସସପ ତାର କିଛି ଫିଚର ପାଇଁ କାମ କରୁଥିଲା ।

ଏହାର ଚ୍ୟାନେଲ ବଶିଷ୍ଟ୍ୟକୁ ବଢାଉଛି । ଅପଡେଟ୍ କଲା ପରେ ଚ୍ୟାନେଲ ସୃଷ୍ଟି ଏବଂ ସନ୍ଧାନ ପ୍ରକ୍ରିୟା ଉପଭୋକ୍ତାମାନଙ୍କ ପାଇଁ ସହଜ ହେବ ।ଏହା ବ୍ୟତୀତ ହ୍ଵାଟ୍ସସପ ଏକ ବଶିଷ୍ଟ୍ୟ ଉପରେ କାମ କରୁଛି ଯାହା ଉପଭୋକ୍ତାମାନଙ୍କୁ ଏକାସାଙ୍ଗରେ ଏକାଧିକ ଚ୍ୟାନେଲରେ କାର୍ଯ୍ୟ କରିବାକୁ ଅନୁମତି ଦେବ। ଯେପରି ମ୍ୟୁଟିଙ୍ଗ୍, ମାର୍କ କିମ୍ବା ପିନ୍ କରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚ୍ୟାନେଲଗୁଡିକ  ଉପଭୋକ୍ତାମାନଙ୍କ ସହିତ କିପରି ଭାବରେ ଯୋଗାଯୋଗ କରିବେ ସେଥିରେ ଉନ୍ନତି ହେବ ବୋଲି ଆଶା କରାଯାଏ । ଉଦାହରଣ ସ୍ଵରୁପ ନୂଆ ବଲ୍କ ଆକ୍ସନ୍ସ ବଶିଷ୍ଟ୍ୟ ଉପଭୋକ୍ତାମାନେ ସେମାନଙ୍କ ଚ୍ୟାନେଲର ପାରସ୍ପରିକ କାର୍ଯ୍ୟ କରିପାରିଵେ ।ଯାହା ସେମାନଙ୍କୁ ଏକାଧିକ ଚ୍ୟାନେଲକୁ ଶୀଘ୍ର ମ୍ୟୁଟ୍ କିମ୍ବା ଅନ୍ମୁଟ୍ କରିବାକୁ ଅନୁମତି ଦେଇହେଵ ।
 

Sponsored
accessories-whatsapp-channel-big-change-update-know-how-it-will-easier-for-users-unfollow-mute-option-verified-badge | Argus News