Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତୀୟ ବାୟୁସେନାର UAV ବିମାନ ଦୁର୍ଘଟଣାଗ୍ରସ୍ତ 

National

ଭାରତୀୟ ବାୟୁସେନାର UAV ବିମାନ ଦୁର୍ଘଟଣାଗ୍ରସ୍ତ 

Manini Pattanayak
Browse all articles by Manini Pattanayak
·2 years ago
ଭାରତୀୟ ବାୟୁସେନାର UAV ବିମାନ ଦୁର୍ଘଟଣାଗ୍ରସ୍ତ 

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର UAV ବିମାନ ଦୁର୍ଘଟଣାଗ୍ରସ୍ତ । ରାଜସ୍ଥାନର ଜୈସଲମେର ପିଥଲା ଅଞ୍ଚଳରେ UAV ବିମାନ  କ୍ରାସ ହୋଇଥିବା ସୂଚନା।  ତେବେ  ଏହି ଦୁର୍ଘଟଣା ବୈଷୟିକ ତ୍ରୁଟି ଯୋଗୁ ଘଟିଥିବା କୁହାଯାଉଛି। ବିମାନଟି ନିୟମିତ ଉଡାଣରେ ଥିଲାବେଳେ ଘଟିଥିଲା ଦୁର୍ଘଟଣା। UAV ର କ୍ରାସରେ କେହି ମୃତାହତ  ଥିବାର  ସୂଚନା ନାହିଁ। ପୋଲିସ୍‌  ଅଧୀକ୍ଷକ ସୁଧୀର ଚୌଧୁରୀ କହିଛନ୍ତି, ଏହା ଏକ ଅନୁସନ୍ଧାନକାରୀ ବିମାନ ହୋଇପାରେ ।

ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ପରମବୀର ସିଂ ରାବଲୋତ୍‌  କହିଛନ୍ତି ଯେ,  ଆମେ  ଟିଓ୍ୱେଲ ପାଖରେ  ବସିଥିଲୁ ସେହିସମୟରେ  ବିମାନଟି ଖସିପଡିଥିଲା।  ଘଟଣାସମ୍ପର୍କରେ  ଜାଣିବା ପରେ ତତ୍‌କ୍ଷଣାତ ପୋଲିସ୍‌ ଏବଂ ଭାରତୀୟ ବାୟୁସେନା ର ଅଧିକାରୀ ଘଟଣାସ୍ଥଳରେ  ପହଞ୍ଚିଥିଲେ। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
An unmanned Indian Air Force (IAF) aircraft crashed in Rajasthan's Jaisalmer district at around 10:20 am on Thursday, April 25. | Argus News