Videos
|
National

ଭୂମିକମ୍ପରେ ଥରିଲା ଦିଲ୍ଲୀ, ରିକ୍ଟର ସ୍କେଲରେ ତୀବ୍ରତା ୪.୪

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭୂମିକମ୍ପରେ ଥରିଲା ଦିଲ୍ଲୀ, ରିକ୍ଟର ସ୍କେଲରେ ତୀବ୍ରତା ୪.୪

Key Points

ଦିଲ୍ଲୀ NCRରେ ଭୂକମ୍ପର ଝଟକା

ସକାଳ ୯ଟା ୪ ସମୟରେ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଝଟକା ଅନୁଭୂତ

ରିକ୍ଟର ସ୍କେଲରେ ତୀବ୍ରତା ୪.୪

ଦିଲ୍ଲୀ NCRରେ ଭୂକମ୍ପର ଝଟକା। ସକାଳ ୯ଟା ୪ ସମୟରେ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୪.୪ ବୋଲି ଜଣାପଡିଛି। ହରିୟାଣାର ଝଜ୍ଜର୍ ନିକଟରେ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି। ସକାଳୁ ସକାଳୁ ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା। ଥରିଲା ଦିଲ୍ଲୀ, ନୋଏଡ଼ା, ଗାଜିଆବାଦ। ପ୍ରଥମ ଭୂମିକମ୍ପର ତୀବ୍ରତା ୫.୨ ରହିଥିଲା। ଏହାପରେ ଅନେକ ଝଟକା ଅନୁଭବ କରାଯାଇଥିଲା। ଏଥିରେ ଲୋକେ ଖୁବ ଭୟଭୀତ ହୋଇଯାଇଥିଲେ। 


ଏହି ଭୂମିକମ୍ପ ଗୁଆଟେମାଲାର ସିଟିରୁ ୬୦ କିମି ଦୂରରେ ଘଟିଥିଲା। ଅନ୍ୟ ଭୂମିକମ୍ପ ଝଟକାର ତୀବ୍ରତା ୩.୯ ଏବଂ ୫.୬ ମପାଯାଇଥିଲା। ଗତକାଲି ସେଣ୍ଟ୍ରାଲ ଆମେରିକାର ଗୁଆଟେମାଲାରେ ଶକ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ସେଠାକାର ଘରକୁ ଦୋହଲାଇ ଦେଇଥିଲା। ମିଡିଆ ରିପୋର୍ଟ ମୁତାବକ, ଅଧିକାରୀମାନେ ସେଠାକାର ଲୋକଙ୍କୁ ବଞ୍ଚିବା ପାଇଁ ବିଲ୍ଡିଂକୁ ଖାଲି କରିବାକୁ କହିଥିଲା।ଏହି ଭୂମିକମ୍ପ ଯୋଗୁଁ କିଛି କୋଠା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
according-to-the-national-centre-for-seismology-the-earthquake-was-measured-to-be-of-44-magnitude-on-the-richter-scale | Argus News