Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୋଦିଙ୍କ ଶପଥ ଗ୍ରହଣରେ ସାମିଲ ହେବେ ବିଶିଷ୍ଟ ନେତା

Manini Pattanayak
Browse all articles by Manini Pattanayak
·2 years ago
ମୋଦିଙ୍କ ଶପଥ ଗ୍ରହଣରେ ସାମିଲ ହେବେ ବିଶିଷ୍ଟ ନେତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ବିଭିନ୍ନ ଦେଶର ମୁଖ୍ୟମାନେ ଯୋଗଦେବେ। ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍କକମଲ ଦହଲଙ୍କୁ ନିମନ୍ତ୍ରଣ କରାଯାଇଛି ।

ଏଥିସହ ମରିସସ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଭାରତ ଆସିବେ ଆମେରିକା ଏନଏସଏ ।

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
According to these sources, prominent figures from Bangladesh, Sri Lanka, Bhutan, Nepal, and Mauritius are likely to receive invitations to attend Modi's oath-taking ceremony. | Argus News