Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମିରଟରୁ ପ୍ରାର୍ଥୀ ପତ୍ର ଦାଖଲ କଲେ ଅଭିନେତା ଅରୁଣ ଗୋଭିଲ

Banajyotshna Ray
Browse all articles by Banajyotshna Ray
·2 years ago
ମିରଟରୁ ପ୍ରାର୍ଥୀ ପତ୍ର ଦାଖଲ କଲେ ଅଭିନେତା ଅରୁଣ ଗୋଭିଲ

ଅର୍ଗସ ବ୍ୟୁରୋ: ମିରଟରୁ ପ୍ରାର୍ଥୀ ପତ୍ର ଦାଖଲ କଲେ ଅଭିନେତା ଅରୁଣ ଗୋଭିଲ । ମିରଟରେ ଲୋକମାନଙ୍କର ଉତ୍ସାହ ଏବଂ 'ଜନସମ୍ପାର୍କ' କାରଯ୍ୟକ୍ରମ ତାଙ୍କୁ ମିଳିଥିବା ପ୍ରେମ ଏବଂ ସମ୍ମାନ ପାଇଁ  ବିଜେପି ପ୍ରାର୍ଥୀ ଭାବରେ  ନାମାଙ୍କନ ଦାଖଲ କରିବା ପରେ ଖୁସି ବ୍ୟକ୍ତ କରିଛନ୍ତି  ଅରୁଣ ଗୋଭିଲ । ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ।  ଏଥିପାଇଁ ସେ ଦଳକୁ ଅଶେଷ ଧନ୍ୟବାଦ ଦେଇଛନ୍ତି। ଅରୁଣ ଗୋଭିଲଙ୍କୁ ରାମାୟଣ ଚରିତ୍ରରେ ଅନେକ ଲୋକ ଭଲ ପାଆନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Actor Arun Govil filed his candidature from meerut | Argus News