Kangana In Controversy / ଏହି ଅଭିନେତ୍ରୀ ବିକ୍ରି କରୁଥିଲେ ସେକ୍ସ ଟୟ , ବିଦେଶୀଙ୍କ ସହ ଫୋନରେ କରୁଥିଲେ ରୋମାନ୍ସ?
·2 weeks ago·2 min read

Key Points
ଏହି ଅଭିନେତ୍ରୀ ବିକ୍ରି କରୁଥିଲେ ସେକ୍ସ ଟୟ
ବିଦେଶୀଙ୍କ ସହ ଫୋନରେ କରୁଥିଲେ ରୋମାନ୍ସ?
ଅଭିନେତ୍ରୀ କଙ୍ଗନା ଶର୍ମା କହିଲେ ଅତୀତର କଥା
ବିଦେଶୀଙ୍କ ସହ ଫୋନରେ କରୁଥିଲେ ରୋମାନ୍ସ?
ଅଭିନେତ୍ରୀ କଙ୍ଗନା ଶର୍ମା କହିଲେ ଅତୀତର କଥା
ମୁମ୍ବାଇ,୨୩/୦୮ ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ଶର୍ମା ନିଜର ଗ୍ଲାମରସ୍ ଏବଂ ବୋଲ୍ଡ ଅନ୍ଦାଜ ପାଇଁ ବେଶ୍ ପରିଚିତ। ବିଭିନ୍ନ ୱେବ୍ ସିରିଜ୍ରେ ତାଙ୍କ ଅଭିନୟ ଓ ଚର୍ଚ୍ଚିତ ଦୃଶ୍ୟ ତାଙ୍କୁ ଦର୍ଶକଙ୍କ ମଧ୍ୟରେ ଏକ ଅଲଗା ପରିଚୟ ଦେଇଛି। ତେବେ ନିକଟରେ ନିଜ ବ୍ୟକ୍ତିଗତ ଜୀବନର ଏକ ଅଜଣା ଅଧ୍ୟାୟ ସମ୍ପର୍କରେ ଖୁଲାସା କରି ଚର୍ଚ୍ଚାକୁ ଆସିଛନ୍ତି କଙ୍ଗନା।
ସିଦ୍ଧାର୍ଥ କନ୍ନନଙ୍କ ସହ ଏକ ସାକ୍ଷାତକାର ସମୟରେ କଙ୍ଗନା ତାଙ୍କ ଅଭିନୟ ଜୀବନ ପୂର୍ବର ସମୟକୁ ମନେ ପକାଇଥିଲେ। ସେ କହିଥିଲେ ଯେ ଅଭିନୟ ଦୁନିଆରେ ପାଦ ରଖିବା ପୂର୍ବରୁ ସେ ଏକ କଲ୍ ସେଣ୍ଟରରେ କାମ କରୁଥିଲେ। ଏହି ଚାକିରି ତାଙ୍କ ପାଇଁ ସାଧାରଣ ନଥିଲା, କାରଣ ସେଠାରେ ତାଙ୍କୁ ଆଡଲ୍ଟ ପ୍ରଡକ୍ଟ ସମ୍ପର୍କିତ ଗ୍ରାହକଙ୍କ ସହ କଥା ହେବାକୁ ପଡୁଥିଲା।
ସେକ୍ସ ଟୟ ବିଷୟରେ ଗ୍ରାହକଙ୍କୁ କହୁଥିଲେ
କଙ୍ଗନାଙ୍କ କହିବା ଅନୁସାରେ, ତାଙ୍କ କାମ ଥିଲା ଗ୍ରାହକମାନେ ଅର୍ଡର କରିଥିବା ସାମଗ୍ରୀ ପାଇଛନ୍ତି କି ନାହିଁ, ତାହା ନିଶ୍ଚିତ କରିବା। ସେ ଏହି ପ୍ରଡକ୍ଟ ବିକ୍ରି କରୁନଥିଲେ, ବରଂ ଡେଲିଭରି ଓ ଗ୍ରାହକ ସେବା ସମ୍ପର୍କିତ କଥାବାର୍ତ୍ତା କରୁଥିଲେ। ଏହି କାମ କରିବା ସମୟରେ ସେ ୟୁକେ ଆକ୍ସେଣ୍ଟରେ କଥା ହେଉଥିବା କଥା ମଧ୍ୟ କହିଛନ୍ତି।
ଭାରତରେ ଏଭଳି କଲ୍ ସେଣ୍ଟର କାହିଁକି ଚାଲିଥାଏ ବୋଲି ପଚରାଯିବାରୁ କଙ୍ଗନା କହିଥିଲେ ଯେ ବିଦେଶରେ କଲ୍ ସେଣ୍ଟର କର୍ମଚାରୀଙ୍କ ଶ୍ରମ ଖର୍ଚ୍ଚ ତୁଳନାମୂଳକ ଅଧିକ। ଭାରତରେ ସେହି କାମ କମ୍ ଖର୍ଚ୍ଚରେ କରାଯାଇପାରେ। ଏହି କାରଣରୁ ଅନେକ କମ୍ପାନୀ ଭାରତରେ କଲ୍ ସେଣ୍ଟର ଖୋଲିଥିବା ସେ ଦାବି କରିଥିଲେ।
ଫୋନରେ କରୁଥିଲେ ରୋମାନ୍ସ?
ତେବେ ଏହି ଚାକିରି ସମୟରେ କଙ୍ଗନାଙ୍କୁ କିଛି ଅସହଜ ପରିସ୍ଥିତିର ସାମ୍ନା ମଧ୍ୟ କରିବାକୁ ପଡୁଥିଲା। କିଛି ଗ୍ରାହକ ତାଙ୍କ ସହ କଥା ହେବାବେଳେ ବ୍ୟକ୍ତିଗତ ଓ ରୋମାଣ୍ଟିକ୍ କଥା ହେଉଥିଲେ। ଏପରି ସ୍ଥିତିରେ ମଧ୍ୟ ଚାକିରି ଓ ରୋଜଗାରର ଆବଶ୍ୟକତା ଥିବାରୁ ସେ ଫୋନରେ ରୋମାଣ୍ଟିକ୍ କଥା ହେଉଥିଲେ ବୋଲି କହିଛନ୍ତି।
ପଢନ୍ତୁ ଏହି ଖବର: ଟ୍ରୋଲ ହେଲେ କଚ୍ଚା ବାଦାମ ଗାର୍ଲ, ଜାଣିବା କଣ ପାଇଁ ଟ୍ରୋଲର ହେଲେ ଶୀକାର?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କଙ୍ଗନାଙ୍କ ଏହି ଖୁଲାସା ତାଙ୍କ ଜୀବନର ଅନ୍ୟ ଏକ ଦିଗକୁ ସାମ୍ନାକୁ ଆଣିଛି। ଆଜି ଯେଉଁ ଅଭିନେତ୍ରୀଙ୍କୁ ଦର୍ଶକ ପରଦାରେ ଗ୍ଲାମରସ୍ ଚେହେରା ଭାବେ ଦେଖୁଛନ୍ତି, ସେହି ଯାତ୍ରା ପଛରେ ରହିଛି ଏକ ସଂଘର୍ଷପୂର୍ଣ୍ଣ ଅତୀତ। ଆର୍ଥିକ ଆବଶ୍ୟକତା ପାଇଁ କରିଥିବା ଏହି ଚାକିରି ତାଙ୍କ ଜୀବନର ଏକ ଅଭିଜ୍ଞତା ହୋଇ ରହିଯାଇଛି।
କଙ୍ଗନା ଶର୍ମା ‘ମୋନା ହୋମ୍ ଡେଲିଭରି’, ‘ବ୍ଲାକମେଲ୍’ ଏବଂ ‘ଲେଟ୍ସ ପ୍ଲେ ବ୍ଲାଇଣ୍ଡ’ ଭଳି ୱେବ୍ ସିରିଜ୍ରେ ନଜର ଆସିଛନ୍ତି। ତାଙ୍କ ବୋଲ୍ଡ ଅନ୍ଦାଜ ସହ ଏବେ ତାଙ୍କ ସଂଘର୍ଷମୟ ଅତୀତର ଏହି କାହାଣୀ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

Related Topics
Explore more stories