ଆଉ କିଛିଦିନ ପରେ ନିଜ ଲକ୍ଷ୍ୟ ସ୍ଥଳକୁ ପହଞ୍ଚିବ ଆଦିତ୍ୟ-ଏଲ1
·2 years ago

ଅର୍ଗସ ବ୍ୟୁରୋ: ଜାନୁଆରୀ 6 ତାରିଖରେ ନିଜ ଲକ୍ଷ୍ୟ ସ୍ଥଳକୁ ପହଞ୍ଚିବ ଆଦିତ୍ୟ-ଏଲ1। ପୃଥିବୀ ଠାରୁ 1.5 ମିଲିୟନ କିମି ଦୂରରେ ଥିବା ଲାଗ୍ରାଂଜ ପଏଣ୍ଟ ୱାନରେ ପହଞ୍ଚିବ ଇସ୍ରୋର ସୋଲାର ମିଶନ ଆଦିତ୍ୟ-ଏଲ୧। ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ଚେୟାରମ୍ୟାନ ଏସ ସୋମନାଥ। ଆଦିତ୍ୟ -L1 ହେଉଛି ଭାରତର ପ୍ରଥମ ସୋଲାମ ମିଶନ।
ଯାହା ଏକ ହଲୋ ଅର୍ବିଟ L1ରୁ ସୂର୍ଯ୍ୟ ବିଷୟରେ ଅଧ୍ୟୟନ କରିବ। ତେବେ LI ପଏଣ୍ଟରେ କେଉଁ ସମୟରେ ପହଞ୍ଚିବ ସେନେଇ ଘୋଣଷା କରିବ ଇସ୍ରୋ। ସେପ୍ଟେମ୍ବର 2 ତାରିଖରେ ଶ୍ରୀହରି କୋଟା ସତିଶ ଧୱନ ସ୍ପେସ ସେଣ୍ଟରରୁ ଏହାକୁ ଉତକ୍ଷେପଣ କରାଯାଇଥିଲା।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: