Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କିଛି ଦିନର ବ୍ୟବଧାନ ପରେ ପୁଣି ଭାରତରେ ମହଙ୍ଗା ହେଲା ସୁନା ଓ ରୂପା

Ritu Das
Browse all articles by Ritu Das
·1 year ago
କିଛି ଦିନର ବ୍ୟବଧାନ ପରେ ପୁଣି ଭାରତରେ ମହଙ୍ଗା ହେଲା ସୁନା ଓ ରୂପା

ସୁନା ଓ ରୂପା ଦର କିଛି ସମୟର ହ୍ରାସ ପରେ ପୁଣି ବଢିବା ଆରମ୍ଭ କରିଛି। ଆଜି ସୁନାର ମୂଲ୍ୟ ଭାରତରେ ଉଚ୍ଚ ରହିଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ (ଆଇବିଜେଏ) ଅନୁସାରେ ଗୁରୁବାର ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦରରେ ୭୭,୬୧୦ ରହିଥିବାବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୭୧,୬୧୦ ରହିଛି।

ରୂପା କେଜି ପିଛା ଦର ୯୧,୬୦୦ ରହିଛି। ସେହିପରି ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୭୭,୬୧୦ ରହିଥିବାବେଳେ ୨୨ କ୍ୟାରେଟ ସୁନା ୭୧,୧୬୦ ରହିଛି। ମୁମ୍ବାଇରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୭୭, ୪୬୦ ଥିବାବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୭୧,୦୧୦ ରହିଛି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୭୭,୪୬୦ ଥିବାବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୭୧,୦୧୦ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
after-a-few-days-gold-and-silver-became-expensive-again-in-india | Argus News