Videos
|
National

ପଶ୍ଚିମବଙ୍ଗ ପରେ ପ୍ରଧାନମନ୍ତ୍ରୀଙ୍କ ବିହାରର ବିତିୟା ଗସ୍ତ

Banajyotshna Ray
Browse all articles by Banajyotshna Ray
·2 years ago
ପଶ୍ଚିମବଙ୍ଗ ପରେ ପ୍ରଧାନମନ୍ତ୍ରୀଙ୍କ ବିହାରର ବିତିୟା ଗସ୍ତ

ଅର୍ଗସ ବ୍ୟୁରୋ: ପଶ୍ଚିମବଙ୍ଗ ପରେ ପ୍ରଧାନମନ୍ତ୍ରୀ ବିହାରର ବିତିୟା ଗସ୍ତ କରିଛନ୍ତି। ଏ ଅବସରରେ ପିଏମ ମୋଦି ପରିବାର ରାଜନୀତିକୁ ନେଇ ଲାଲୁ ଯାଦବ ଓ ଆରଜେଡିକୁ ଜୋରଦାର ଟାର୍ଗେଟ କରିଛନ୍ତି।  କହିଛନ୍ତି, ବିହାରରେ କେବଳ ଗୋଟିଏ ପରିବାର ହିଁ ସୁଦୃଢ ହୋଇଛି। ବିହାରରେ ଜଙ୍ଗଲରାଜ ସମୟରେ ବହୁ ଯୁବକ ରାଜ୍ୟ ଛାଡି ବାହାରିକୁ ଯିବାକୁ ବାଧ୍ୟ ହୋଇଥିଲେ। ରାଜ୍ୟରେ ଜଙ୍ଗଲରାଜ ଆରମ୍ଭ କରିଥିବା ପରିବାର କେବଳ ନିଜ କଥା ଚିନ୍ତା କରୁଥିଲେ। ତେଣୁ ଅନ୍ୟମାନଙ୍କ ଦୁର୍ଦଶା ନେଇ କିଛି ଚିନ୍ତା ନଥିଲା। ତେଣୁ ରାଜ୍ୟରେ ଯେ ପର୍ଯ୍ୟନ୍ତ ଲଣ୍ଠନ ଜଳୁଥିଲା, ସେ ଯାଏଁ କେବଳ ଗୋଟିଏ ହିଁ ପରିବାର ସମୃଦ୍ଧ ହୋଇଛି।

ଅଧିକ ପଢ଼ନ୍ତୁ ଦେଶ ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: