ଆଜି ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ
·2 years ago

ଅର୍ଗସ ବ୍ୟୁରୋ: ମିସନ ମୋଡରେ ମୋଦି । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଜାରି ରହିଛି ମାରାଥନ ପ୍ରଚାର । ୟୁପି, ରାଜସ୍ଥାନ ପରେ ଆଜି ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିହାରର ନବାଦା ଠାରେ ବିଶାଳ ଜନସଭାକୁ କରିବେ ସମ୍ବୋଧିତ । 400 ପାର୍ ନାରା ନେଇ ଗୋଟିଏ ମଞ୍ଚରେ ଶକ୍ତି ପ୍ରଦର୍ଶନ କରିବ ଏନଡିଏ। ପିଏମଙ୍କ ସହ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବିହାର ମୁ୍ଖ୍ୟମନ୍ତ୍ରୀ ନିତୀଶ କୁମାର ଓ ଯୁବ ନେତା ଚିରାଗ ପାସୱାନ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: