ଅହମ୍ମଦାବାଦ ବିମାନ ଦୁର୍ଘଟଣା: ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଆଦାନୀ ଗ୍ରୁପ ଚେୟାରମ୍ୟାନ
·1 year ago

Key Points
ଅହମ୍ମଦାବାଦ ବିମାନ ଦୁର୍ଘଟଣା
ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଆଦାନୀ ଗ୍ରୁପ ଚେୟାରମ୍ୟାନ
ଶୋକସନ୍ତପ୍ତ ପରିବାରକୁ ସମବେଦନା
ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ। ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏୟାର ଇଣ୍ଡିଆ ବିମାନ 171ର ଦୁର୍ଘଟଣାକୁ ସେ ଗଭୀର ମର୍ମାହତ ଥିବା କହିଛନ୍ତି । ଏଭଳି ସ୍ଥିତିରେ ଅପୂରଣୀୟ କ୍ଷତି ସହିଥିବା ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ସେ ।
ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଦାନୀ ଗ୍ରୁପ ଯୋଗସୂତ୍ର ରକ୍ଷା କରିବା ସହ ସମ୍ପୃକ୍ତ ପରିବାର ଗୁଡିକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: