Videos
|
National

ଚେନ୍ନାଇରେ ଏୟାର ଇଣ୍ଡିଆ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ

Swoyang prajna Mishra
Browse all articles by Swoyang prajna Mishra
·11 months ago
ଚେନ୍ନାଇରେ ଏୟାର ଇଣ୍ଡିଆ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ

Key Points

ଚେନ୍ନାଇରେ ଏୟାର ଇଣ୍ଡିଆ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ
ଥିରୁଅନନ୍ତପୁରମ୍‌ରୁ ଦିଲ୍ଲୀ ଯାଉଥିବା ବିମାନର ଜରୁରୀ ଅବତରଣ
ଯାନ୍ତ୍ରିକ ତ୍ରୁଟି ଓ ଖରାପ ପାଗ ଯୋଗୁଁ ଚେନ୍ନାଇରେ ଅବତରଣ
ବିମାନରେ ଏକାଧିକ ସାଂସଦଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ

ଚେନ୍ନାଇରେ ଏୟାର ଇଣ୍ଡିଆ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ। ଥିରୁଅନନ୍ତପୁରମ୍‌ରୁ ଦିଲ୍ଲୀ ଯାଉଥିବା ବିମାନର ଜରୁରୀ ଅବତରଣ। ଯାନ୍ତ୍ରିକ ତ୍ରୁଟି ଓ ଖରାପ ପାଗ ଯୋଗୁଁ ଚେନ୍ନାଇରେ ଅବତରଣ ।


ବିମାନରେ କେ.ସି ଭେନୁଗୋପାଲଙ୍କ ସମେତ 5 ଜଣ ସାଂସଦ ଓ ୧୦୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ। ଯାନ୍ତ୍ରିକ ତ୍ରୁଟି ଏବଂ ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ବିମାନକୁ ସୁରକ୍ଷିତ ଭାବେ ଚେନ୍ନାଇରେ ଜରୁରୀ ଅବତରଣ କରାଯାଇଥିଲା। ସେଠାରେ ବିମାନର ଯାଞ୍ଚ କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Air India flight makes emergency landing in Chennai | Argus News