Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କୋଲକାତାରେ କଲା ଜରୁରୀ ଅବତରଣ

Ritu Das
Browse all articles by Ritu Das
·1 year ago
 ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କୋଲକାତାରେ କଲା ଜରୁରୀ ଅବତରଣ

Key Points

ଏୟାର ଇଣ୍ଡିଆ ବିମାନରେ ପୁଣିଥରେ ତ୍ରୁଟି

କୋଲକାତା ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିମାନ

ଜରୁରୀ ଅବତରଣ ପରେ ବିମାନରୁ ସୁରକ୍ଷିତ ଭାବେ ଓହ୍ଲାଇଲେ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣିଥରେ ତ୍ରୁଟି ଦେଖିବାକୁ ମିଳିଛି । ଯାନ୍ତ୍ରିକ ତ୍ରୁଟି ଦେଖାଯିବା କାରଣରୁ କୋଲକାତା ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିମାନ। ବାମ ପାର୍ଶ୍ବ ଇଞ୍ଜିନରେ ଦେଖିବାକୁ ମିଳିଥିଲା ଗଡ଼ବଡ଼ି । ଯାହାପରେ ପାଇଲଟ୍ ବିମାନକୁ ଜରୁରୀ ଅବତରଣ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଅହମ୍ମଦାବାଦ ବିମାନ ଦୁର୍ଘଟଣା ଭଳି ଆଉ ଏକ ଦୁର୍ଘଟଣା ଟଳିଯାଇଥିବା ଆଲୋଚନା ହେଉଛି । ବିମାନଟି ସାନ୍ ଫ୍ରାନସିସ୍କୋରୁ ମୁମ୍ବାଇ ଆସୁଥିଲା। ଜରୁରୀ ଅବତରଣ ପରେ ବିମାନରୁ ସୁରକ୍ଷିତ ଭାବେ ଯାତ୍ରୀ ଓହ୍ଲାଗଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
air-india-flight-suffers-another-technical-fault-makes-emergency-landing-in-kolkata | Argus News