Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏନସିଆରରେ ବାୟୁ ପ୍ରଦୂଷଣ ରେକର୍ଡ ସ୍ତରରେ, ନିୟନ୍ତ୍ରଣ ଆଣିବା ଲାଗି ଆର୍ଟିଫିସିଆଲ ବର୍ଷା

Banajyotshna Ray
Browse all articles by Banajyotshna Ray
·1 year ago
ଏନସିଆରରେ ବାୟୁ ପ୍ରଦୂଷଣ ରେକର୍ଡ ସ୍ତରରେ, ନିୟନ୍ତ୍ରଣ ଆଣିବା ଲାଗି ଆର୍ଟିଫିସିଆଲ ବର୍ଷା

ଅର୍ଗସ ବ୍ୟୁରୋ:  ଦୀପାବଳି ପରେ ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣ ରେକର୍ଡ ସ୍ତରରେ ପହଞ୍ଚିଛି। ଯାହାକୁ ନେଇ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଗଲାଣି। ଏଭିତରେ ହରିଆଣାର ଗୁରୁଗ୍ରାମରେ ବାୟୁ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ଆଣିବା ଲାଗି ଆର୍ଟିଫିସିଆଲ ରେନ୍ ତଥା କୃତ୍ରିମ ବର୍ଷା କରାଯାଇଛି। ଏହି ବର୍ଷା ସେକ୍ଟର ୮୬ ସ୍ଥିତ ଡିଏଲଏଫ୍ ପ୍ରାଇମସରୁ କରାଯାଇଛି। ଡିଏଲଏଫ୍ ପ୍ରାଇମସ ଆରଡବ୍ଲୁଏର ଅଧ୍ୟକ୍ଷ ଅଚଲ ଯାଦବ କହିଛନ୍ତି, ପ୍ରଦୂଷଣକୁ ସରକାର ଏକଲା ନିୟନ୍ତ୍ରଣ କରିପାରିବେ ନାହିଁ। ଏଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଆମେ ଆମ ଚେଷ୍ଟାରେ ଏହି କୃତ୍ରିମ ବର୍ଷା କରାଇ ପ୍ରଦୂଷଣର ମାତ୍ରା ହ୍ରାସ କରିବାକୁ ପ୍ରୟାସ କରିଛି।

ଅଧିକ ପଢ଼ନ୍ତୁ ଦେଶ ଖବର: 
  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Air pollution in NCR at record level, artificial rain to bring control | Argus News