Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - Airindia Plane Crash: ମୃତ୍ୟୁକୁ ବି ମାତ୍ ଦେଲେ...241 ମରିଗଲେ, ସେ ବଞ୍ଚିଗଲେ,ଦେଖନ୍ତୁ ଭିଡିଓ

National

Airindia plane crash / Airindia Plane Crash: ମୃତ୍ୟୁକୁ ବି ମାତ୍ ଦେଲେ...241 ମରିଗଲେ, ସେ ବଞ୍ଚିଗଲେ,ଦେଖନ୍ତୁ ଭିଡିଓ

Smruti Parija
Browse all articles by Smruti Parija
·1 year ago
Airindia Plane Crash: ମୃତ୍ୟୁକୁ ବି ମାତ୍ ଦେଲେ...241 ମରିଗଲେ, ସେ ବଞ୍ଚିଗଲେ,ଦେଖନ୍ତୁ ଭିଡିଓ
Plane

Key Points

ଏମିତି ହୋଇଥିଲା ବିମାନ ଦୁର୍ଘଟଣା || ପୁରା ଦେଶକୁ ସ୍ତବ୍ଧ || ମାତ୍ର କେଇ ସେକେଣ୍ଡରେ ସବୁ ଶେଷ

Gujarati: ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବାବେଳେ ହଠାତ୍ ଏତେ ବଡ ବିମାନ ଦୁର୍ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଛି । ସବୁକିଛି ଠିକ୍ ଠାକ୍ ଚାଲିଥିଲା । ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ବାହାରି ପଡିଥିଲେ ଯାତ୍ରୀ । କିଏ ବିମାନରେ ବସି ସେଲଫି ନେଉଥିଲା ତ କିଏ ନିଜ ଘରକୁ ଯିବା ପାଇଁ ଉତ୍ସାହିତ ଥିଲା । ହେଲେ ଟେକ୍ ଅଫ୍ କରୁ କରୁ ସବୁ ଛାରଖାର୍ । ମାତ୍ର କେଇ ସେକେଣ୍ଡ କଥା ।

ବିମାନରେ 242 ଜଣ ଥିବାବେଳେ 241 ଜଣଙ୍କର ମୃତ୍ୟୁ ହୋଇଛି । ହେଲେ ଚମତ୍କାର ଭାବରେ ଜଣେ ବଞ୍ଚିଯାଇଛନ୍ତି । ହେଲେ କେମିତି ହେଲା ଏତେ ବଡ ଦୂର୍ଘଟଣା ଜାଣିବାକୁ ଦେଖନ୍ତୁ ଏହି ଭିଡିଓ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Argus Whatsapp Channel Mobile Top
Sponsored
Plane Crash: ମୃତ୍ୟୁକୁ ବି ମାତ୍ ଦେଲେ...241 ମରିଗଲେ, ସେ ବଞ୍ଚିଗଲେ,ଦେଖନ୍ତୁ ଭିଡିଓ | Argus News