Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀ ସଂସଦ ଭବନରେ ସର୍ବଦଳୀୟ ବୈଠକ ଶେଷ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଦିଲ୍ଲୀ ସଂସଦ ଭବନରେ ସର୍ବଦଳୀୟ ବୈଠକ ଶେଷ

ଦିଲ୍ଲୀ ସଂସଦ ଭବନରେ ସର୍ବଦଳୀୟ ବୈଠକ ଶେଷ । ପହଲଗାମ୍ ଆତଙ୍କୀ ହମ୍‌ଲାକୁ ନେଇ ବୈଠକରେ 2 ଘଣ୍ଟା ଧରି ହୋଇଛି ଆଲୋଚନା । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ । ବିରୋଧୀ ଦଳ ନେତା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ସରକାର ଯାହା ପଦକ୍ଷେପ ନେବେ ଆମେ ସମର୍ଥନ କରିବୁ ବୋଲି କହିଛନ୍ତି ବିରୋଧୀ ।


ବୈଠକରେ AICC ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ, ରାହୁଲ ଗାନ୍ଧି ଓ ଅନ୍ୟାନ୍ୟ ଦଳର ସଦସ୍ୟ ଉପସ୍ଥିତ ଥିଲେ । ବୈଠକ ଆରମ୍ଭରେ ମୃତକଙ୍କ ଉଦ୍ଦେଶ୍ୟରେ ୨ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
All-party meeting concludes at Delhi Parliament House is over | Argus News