Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜ୍ଞାନବାପିକୁ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

Smruti Parija
Browse all articles by Smruti Parija
·2 years ago
ଜ୍ଞାନବାପିକୁ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ଅର୍ଗସ ବ୍ୟୁରୋ:  ଜ୍ଞାନବାପିକୁ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି । ବ୍ୟାସ ଗର୍ଭଗୃହରେ ଜାରି ରହିବ ପୂଜା । ଆହ୍ଲାବାଦ ହାଇକୋର୍ଟ ମୁସଲିମ ପକ୍ଷରୁ ଦାୟର ମାମଲାକୁ ଖାରଜ କରି ଦେଇଛନ୍ତି । ଯାହାକୁ ନେଇ ହିନ୍ଦୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ପୂଜା ଉପରେ କୌଣସି ରୋକ ଲାଗିବନି । ଜ୍ଞାନବାପିରେ ଜାରି ରହିବ ପୂଜା । ପୂର୍ବରୁ ମୁସଲିମଙ୍କ ପକ୍ଷର ଅପିଲକୁ ଖାରଜ କରିଥିଲେ ଆହ୍ଲାବାଦ ହାଇକୋର୍ଟ । ଜାନୁଆରୀ ୩୧ରେ ବାରଣାସୀ କୋର୍ଟ ଦେଇଥିବା ନିଷ୍ପତି କାଏମ ରହିଛି ।
 

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Allahabad High Court's big decision regarding -gyanabapi-puja-will-continue | Argus News