Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆରମ୍ଭ ହେବ ପବିତ୍ର ଅମରନାଥ ଯାତ୍ରା, ଅନଲାଇନ୍ କରିପାରିବେ ପଞ୍ଜୀକରଣ

Banajyotshna Ray
Browse all articles by Banajyotshna Ray
·2 years ago
ଆରମ୍ଭ ହେବ ପବିତ୍ର ଅମରନାଥ ଯାତ୍ରା, ଅନଲାଇନ୍ କରିପାରିବେ ପଞ୍ଜୀକରଣ

ଅର୍ଗସ ବ୍ୟୁରୋ:  ଜୁନ୍ 29ରୁ ଆରମ୍ଭ ହେବ ପବିତ୍ର ଅମରନାଥ ଯାତ୍ରା । ଏହି ଯାତ୍ରା ଅଗଷ୍ଟ 19 ପର୍ଯ୍ୟନ୍ତ ଚାଲିବ । ଅମରନାଥ ଯାତ୍ରା ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା 15 ଏପ୍ରିଲରୁ ଆରମ୍ଭ ହୋଇଛି । ଜାମ୍ମୁ କାଶ୍ମୀରର ଅମରନାଥ ଗୁମ୍ଫା ଯାତ୍ରା ପଞ୍ଜିକରଣ ପାଇଁ ଅଫିସିଆଲ୍ ୱେବସାଇଟ୍ jksasb.nic.in ରେ ହୋଇପାରିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅମରନାଥ ଯାତ୍ରା  ଆରମ୍ଭ ହେବା ପୂର୍ବରୁ 19 ଜୁନ୍ ରେ ବାବା ଅମରନାଥଙ୍କ 'ପ୍ରଥମ ପୂଜା' ଆରମ୍ଭ ହୋଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବା ସହ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Amarnath Yatra to begin from June 29 | Argus News