Political News / କଂଗ୍ରେସ ବିରୋଧରେ ଦେଶର ବ୍ୟବସାୟୀ ସଂଘର ବଡ଼ ଅଭିଯାନ
·34 mins ago·2 min read

Key Points
ରାହୁଲଙ୍କୁ ଶାହଙ୍କ ଓପନ୍ ଚ୍ୟାଲେଞ୍ଜ । ହରିୟାଣା କର୍ନାଲରେ ବିଜେପିର ଲୋକତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ ସମାବେଶରୁ ରାହୁଲ ଗାନ୍ଧିଙ୍କ ଅଭିଯୋଗକୁ କଡ଼ା କାଉଣ୍ଟର କରିବା ସହ ଦେଇଛନ୍ତି କଡ଼ା ଜବାବ ।
ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ ଅମିତ ଶାହଙ୍କ ଖୋଲା ଚାଲେଞ୍ଜ । ଦମ୍ ଅଛି ତ କେବଳ ଗୋଟିଏ ଚିଠି ଲେଖ, ସଂସଦର ସ୍ୱତନ୍ତ୍ର ଅଧିବେଶନରେ ହେବ ବିତର୍କ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଖୋଲା ମଞ୍ଚରେ ବିତର୍କ ପାଇଁ ରାହୁଲ ଗାନ୍ଧି ଦେଇଥିବା ଚ୍ୟାଲେଞ୍ଜର କଡ଼ା ଜବାବ ଦେଇଛନ୍ତି ଅମିତ ଶାହ ।
ସେପଟେ CAITର ରାଷ୍ଟ୍ରୀୟ ମୁଖପାତ୍ର ପ୍ରବୀଣ ଖଣ୍ଡେଲୱାଲ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛନ୍ତି । ପ୍ରତିବାଦ ନାଁରେ ସାଧାରଣ ବ୍ୟବସାୟୀଙ୍କ ଜୀବିକା ଅର୍ଜନର ଅଧିକାରକୁ ବଳି ପକାଇବାର ଅଧିକାର କଂଗ୍ରେସକୁ କିଏ ଦେଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
ରାହୁଲଙ୍କୁ ଶାହଙ୍କ ଓପନ୍ ଚ୍ୟାଲେଞ୍ଜ । ହରିୟାଣା କର୍ନାଲରେ ବିଜେପିର ଲୋକତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ ସମାବେଶରୁ ରାହୁଲ ଗାନ୍ଧିଙ୍କ ଅଭିଯୋଗକୁ କଡ଼ା କାଉଣ୍ଟର କରିବା ସହ ଦେଇଛନ୍ତି କଡ଼ା ଜବାବ । ମୋଦିଙ୍କ ସାମ୍ନାକୁ ଯିବାକୁ ପଡ଼ିବନି, ଦମ୍ ଅଛି ତ କେବଳ ଗୋଟିଏ ଚିଠି ଲେଖ, ସଂସଦର ସ୍ୱତନ୍ତ୍ର ଅଧିବେଶନରେ ହେବ ବିତର୍କ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଖୋଲା ମଞ୍ଚରେ ବିତର୍କ ପାଇଁ ରାହୁଲ ଗାନ୍ଧି ଦେଇଥିବା ଚ୍ୟାଲେଞ୍ଜର କଡ଼ା ଜବାବ ଦେଇଛନ୍ତି ଅମିତ ଶାହ । ଆମେରିକା ସହ ଡିଲ, ଏସଆଇଆର ସହ ଯେକୌଣସି ପ୍ରସଙ୍ଗରେ ସଂସଦ ହିଁ ବିତର୍କର ସର୍ବୋଚ୍ଚ ମଞ୍ଚ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: କ’ଣ ୧୦, ୨୦, ୫୦ ଟଙ୍କିଆ ନୋଟ୍ କୁ ନେଇ ଆସିଲା ବଡ଼ ଖବର; କ'ଣ କହିଲା ଆରବିଆଇ?
କିନ୍ତୁ ସଂସଦ ଚଲାଇବାକୁ ନଦେଇ ରାସ୍ତାରେ ଅରାଜକତା ଖେଳାଇବା କଂଗ୍ରେସର ଦଳୀୟ ସଂସ୍କୃତି ବୋଲି କହିବା ସହ ପ୍ରତିଟି ମଞ୍ଚରେ କଂଗ୍ରେସର ଭ୍ରମାତ୍ମକ ପ୍ରଚାର ଉପରେ ଉଚିତ୍ ଜବାବ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ସେପଟେ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କ ବିରୋଧରେ ବଡ଼ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଦେଶର ବ୍ୟବସାୟୀ । ବାରମ୍ବାର ରାଲି ଓ ପ୍ରତିବାଦ ଯୋଗୁଁ ବ୍ୟବସାୟ ନଷ୍ଟ ହେଉଥିବା ଅଭିଯୋଗ କରି କଂଗ୍ରେସ ବିରୋଧରେ ରଣଶଙ୍ଖ ଫୁଙ୍କିଛି ସର୍ବଭାରତୀୟ ବ୍ୟବସାୟୀ ସଂଘ । ଦୀପାବଳି ପରେ ଦେଶସାରା 'ଧିକ୍କାର ଦିବସ' ପାଳନ କରିବାକୁ ଚେତାବନୀ ଦେଇଛି ସଂଘ।
ଦିଲ୍ଲୀରେ କଂଗ୍ରେସର ପ୍ରତିବାଦ ଓ ରାଲି ଯୋଗୁଁ ବଜାରଗୁଡ଼ିକ ବନ୍ଦ ରହୁଛି, ଯାହା ଦ୍ୱାରା ସାଧାରଣ ଦୋକାନୀମାନେ ବ୍ୟାପକ କ୍ଷତି ସହୁଛନ୍ତି । ବ୍ୟବସାୟୀ ସଂଘ କହିଛି ଯେ, ରାଜନୈତିକ ଲଢ଼େଇ ପାଇଁ ବ୍ୟବସାୟୀଙ୍କୁ ବଳି ପକାଯାଇପାରିବ ନାହିଁ ।
ସଂସଦ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ପ୍ରତିବାଦ ନାଁରେ ହଟ୍ଟଗୋଳ କରିବାକୁ ନେଇ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ଶାହ । ସେପଟେ CAITର ରାଷ୍ଟ୍ରୀୟ ପ୍ରବକ୍ତା ପ୍ରବୀଣ ଖଣ୍ଡେଲୱାଲ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛନ୍ତି । ପ୍ରତିବାଦ ନାଁରେ ସାଧାରଣ ବ୍ୟବସାୟୀଙ୍କ ଜୀବିକା ଅର୍ଜନର ଅଧିକାରକୁ ବଳି ପକାଇବାର ଅଧିକାର କଂଗ୍ରେସକୁ କିଏ ଦେଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।