|
logo
Live

Argus News - ଇଣ୍ଡି ମେଣ୍ଟରେ ମୋଦିଙ୍କ ବିକଳ୍ପ କିଏ: ଅମିତ ଶାହ

National

ଇଣ୍ଡି ମେଣ୍ଟରେ ମୋଦିଙ୍କ ବିକଳ୍ପ କିଏ: ଅମିତ ଶାହ

Banajyotshna Ray
Browse all articles by Banajyotshna Ray
·1 year ago
ଇଣ୍ଡି ମେଣ୍ଟରେ ମୋଦିଙ୍କ ବିକଳ୍ପ କିଏ: ଅମିତ ଶାହ

ଅର୍ଗସ ବ୍ୟୁରୋ:  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଇଣ୍ଡି ମେଣ୍ଟକୁ ଟାର୍ଗେଟ୍ କରିଛନ୍ତି । ଯଦି ଇଣ୍ଡିମେଣ୍ଟ କ୍ଷମତାକୁ ଆସେ ତେବେ କିଏ ପ୍ରଧାନମନ୍ତ୍ରୀ ହେବ ବୋଲି ସେ କଟାକ୍ଷ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ଯୋଗୁଁ ଗତ ୧୦ ବର୍ଷ ମଧ୍ୟରେ ଦେଶରେ ସ୍ଥିରତା ଆସିଛି । ରାଜନୈତିକ ସ୍ଥିରତା ସହ ନୀତି ନିର୍ଦ୍ଧାରଣ ଓ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଅନ୍ୟପକ୍ଷରେ ଇଣ୍ଡି ମେଣ୍ଟରେ ମୋଦିଙ୍କ ବିକଳ୍ପ କିଏ ? କିଏ ଇଣ୍ଡି ମେଣ୍ଟର ନେତୃତ୍ବ ନେବ ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ଇଣ୍ଡି ମେଣ୍ଟ କ୍ଷମତାକୁ ଆସେ ସେମାନେ ପାଳି କରି ବର୍ଷେ ଲେଖାଏଁ କ୍ଷମତାରେ ରହିବେ ବୋଲି ଅମିତ ଶାହ କଟାକ୍ଷ କରିଛନ୍ତି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଇଣ୍ଡି ମେଣ୍ଟରେ ମୋଦିଙ୍କ ବିକଳ୍ପ କିଏ: ଅମିତ ଶାହ | Argus News