Ventilator Blast / ହସ୍ପିଟାଲ୍ର NICU ଭେଣ୍ଟିଲେଟର ବିସ୍ଫୋରଣରୁ ଅଗ୍ନିକାଣ୍ଡ, ୩ ନବଜାତ ମୃତ
·1 hour ago·2 min read

Key Points
NICUରେ ଭୀଷଣ ନିଆ ଓ ଧୂଆଁରେ ଶ୍ଵାସରୁଦ୍ଧ ହୋଇ ୩ ଜଣ ନବଜାତ ଆଖି ବୁଜିଛନ୍ତି । ଅଘଟଣ ପରେ ମହାରାଷ୍ଟ୍ରର ରାଜସ୍ଵ ମନ୍ତ୍ରୀ ଚନ୍ଦ୍ରଶେଖର ଘଟଣାର ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ମୁମ୍ବାଇ: ସ୍ଵାସ୍ଥ୍ୟ ଭଲ କରିବାକୁ ଆମେ ମେଡିକାଲ୍ ଯାଇ ଥାଉ । ଆଉ ନବଜାତ କ୍ଷେତ୍ରରେ ଆଶା ଅଧିକ ଥାଏ ହସ୍ପିଟାଲ୍ ଉପରେ । ନବଜାତ ଶିଶୁଙ୍କ ସ୍ଵାସ୍ଥ୍ୟ ଗୁରୁତର ଥିଲେ ସେମାନଙ୍କୁ SNCU/NICUରେ ରଖିବାକୁ ପଡ଼େ ।
ମହାରାଷ୍ଟ୍ରର ଅମରାବତୀରେ ନବଜାତଙ୍କୁ NICUରେ ରଖା ଯାଇଥିବା ବେଳେ ଅଘଟଣ ଘଟିଛି । ଅମରାବତୀର ଜିଲ୍ଲା ମହିଳା ହସ୍ପିଟାଲ୍ର NICUର ଭେଣ୍ଟିଲେଟର ବିସ୍ଫୋରଣ ହେବାରୁ ଭୀଷଣ ନିଆଁ ଲାଗି ଯାଇଛି । ଏହି ବିସ୍ଫୋରଣ ଭୋର୍ ୩ଟା ୩୦ ମିନିଟ୍ରେ ହସ୍ପିଟାଲ୍ର ତୃତୀୟ ମହଲାରେ ହୋଇଛି ।
ଏଥିସହ ପଢ଼ନ୍ତୁ: ଦିଲ୍ଲୀରୁ ୧୬୪ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଏୟାର ଇଣ୍ଡିଆର ବିମାନକୁ ଧକ୍କା ଦେଲା ପକ୍ଷୀ
NICUରେ ଭୀଷଣ ନିଆ ଓ ଧୂଆଁରେ ଶ୍ଵାସରୁଦ୍ଧ ହୋଇ ୩ ଜଣ ନବଜାତ ଆଖି ବୁଜିଛନ୍ତି । ଅଘଟଣ ପରେ ମହାରାଷ୍ଟ୍ରର ରାଜସ୍ଵ ମନ୍ତ୍ରୀ ଚନ୍ଦ୍ରଶେଖର ଘଟଣାର ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆହତଙ୍କୁ ସମସ୍ତ ପ୍ରକାରଆବଶ୍ୟକୀ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଅଗ୍ନିକାଣ୍ଡ ସମୟରେ NICUରେ ପ୍ରାୟ ୩୯ ନବଜାତ ଥିଲେ । ଡ୍ୟୁଟିରେ ଥିବା ଡାକ୍ତର, ନର୍ସ ଓ ହସ୍ପିଟାଲ୍ କର୍ମଚାରୀ ଉପକରଣକୁ ହଟାଇ ସମସ୍ତ ନବଜାତ ଶିଶୁଙ୍କୁ ନିଆଁରୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଗମ୍ଭୀର ଭାବେ ପ୍ରଭାବିତ ନବଜାତଙ୍କୁ ଜରୁରୀକାଳୀନ ଚିକିତ୍ସା ପାଇଁ ନିକଟସ୍ଥ ସୁପର୍ ସ୍ପେଶାଲିଟି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
ଅଗ୍ନିକାଣ୍ଡକୁ ନେଇ କଂଗ୍ରେସ ନେତା ଯଶୋମତି ଠାକୁର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । କହିଛନ୍ତି, ଗୋଟିଏ ଭେଣ୍ଟିଲେଟର୍ ହଠାତ୍ କେମିତି ବିସ୍ଫୋରଣ ହେବ ? ଏଭଳି ଘଟଣା କେବେ ଘରୋଇ ହସ୍ପିଟାଲ୍ରେ ଘଟି ନାହିଁ ?
ଏଥିସହ ପଢ଼ନ୍ତୁ: ଜଳୁଛି କୋଲକାତା: ହୁତୁହୁତୁ ହୋଇ ଜଳିପୋଡ଼ି ପାଉଁଶ ୨୨ଟି ଗାଡ଼ି, ଆହୁରି ଅନେକ ଗାଡ଼ି...
୩ ନବଜାତଙ୍କ ମୃତ୍ୟୁ ହୋଇଛି । ହସ୍ପିଟାଲ୍ର ନର୍ସ ନିଜ ଜୀବନକୁ ବିପଦରେ ପକାଇ ୬ ନବଜାତଙ୍କୁ ବଞ୍ଚାଇଛନ୍ତି । ସରକାର ଏବେ ସେହି ହସ୍ପିଟାଲ୍ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ । କିନ୍ତୁ ୱେୟାରିଂ କରିଥିବା ଇଲେକ୍ଟ୍ରିସିଆନ୍ ଉପରେ ଯାଞ୍ଚ ହେବ ନାହିଁ ।

Amravati, Maharashtra: Three newborns died after a fire broke out in the Neonatal Intensive Care Unit (NICU) of Amravati District Women's Hospital at around 3:30 AM. The fire reportedly started following an explosion in a ventilator on the hospital's third floor, where 39… pic.twitter.com/Yde1uEk3W6
— IANS (@ians_india) August 24, 2026
ଅଗ୍ନିକାଣ୍ଡ ସମୟରେ NICUରେ ପ୍ରାୟ ୩୯ ନବଜାତ ଥିଲେ । ଡ୍ୟୁଟିରେ ଥିବା ଡାକ୍ତର, ନର୍ସ ଓ ହସ୍ପିଟାଲ୍ କର୍ମଚାରୀ ଉପକରଣକୁ ହଟାଇ ସମସ୍ତ ନବଜାତ ଶିଶୁଙ୍କୁ ନିଆଁରୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଗମ୍ଭୀର ଭାବେ ପ୍ରଭାବିତ ନବଜାତଙ୍କୁ ଜରୁରୀକାଳୀନ ଚିକିତ୍ସା ପାଇଁ ନିକଟସ୍ଥ ସୁପର୍ ସ୍ପେଶାଲିଟି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
ଅଗ୍ନିକାଣ୍ଡକୁ ନେଇ କଂଗ୍ରେସ ନେତା ଯଶୋମତି ଠାକୁର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । କହିଛନ୍ତି, ଗୋଟିଏ ଭେଣ୍ଟିଲେଟର୍ ହଠାତ୍ କେମିତି ବିସ୍ଫୋରଣ ହେବ ? ଏଭଳି ଘଟଣା କେବେ ଘରୋଇ ହସ୍ପିଟାଲ୍ରେ ଘଟି ନାହିଁ ?
ଏଥିସହ ପଢ଼ନ୍ତୁ: ଜଳୁଛି କୋଲକାତା: ହୁତୁହୁତୁ ହୋଇ ଜଳିପୋଡ଼ି ପାଉଁଶ ୨୨ଟି ଗାଡ଼ି, ଆହୁରି ଅନେକ ଗାଡ଼ି...
୩ ନବଜାତଙ୍କ ମୃତ୍ୟୁ ହୋଇଛି । ହସ୍ପିଟାଲ୍ର ନର୍ସ ନିଜ ଜୀବନକୁ ବିପଦରେ ପକାଇ ୬ ନବଜାତଙ୍କୁ ବଞ୍ଚାଇଛନ୍ତି । ସରକାର ଏବେ ସେହି ହସ୍ପିଟାଲ୍ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ । କିନ୍ତୁ ୱେୟାରିଂ କରିଥିବା ଇଲେକ୍ଟ୍ରିସିଆନ୍ ଉପରେ ଯାଞ୍ଚ ହେବ ନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories