Videos
|
National

ତାମିଲନାଡୁର ତ୍ରିଚି ଏୟାରପୋର୍ଟରେ ସୁରକ୍ଷିତ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

Sangram Tripathy
Browse all articles by Sangram Tripathy
·1 year ago
ତାମିଲନାଡୁର ତ୍ରିଚି ଏୟାରପୋର୍ଟରେ ସୁରକ୍ଷିତ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ଅର୍ଗସ ବ୍ୟୁରୋ:ଯାନ୍ତ୍ରିକ ତ୍ରୁଟି କାରଣରୁ ମଝି ଆକାଶରେ ୨ ଘଣ୍ଟା ଚକ୍କର କାଟିଲା ଏୟାର ଇଣ୍ଡିଆ ବିମାନ। ଟଳିଛି ବିପଦ,ତାମିଲନାଡୁର ତ୍ରିଚି ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରିଛି ଏୟାର ଇଣ୍ଡିଆ ବିମାନ। ୧୪୦ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ତ୍ରିଚିରୁ ଶାରଜାହ ଅଭିମୁଖେ ଉଡାଣ ଭରିଥିଲା ବିମାନ। ହାଇଡ୍ରୋଲିକ୍ ତ୍ରୁଟି ପାଇଁ କାମ କରିନଥିଲା ଲ୍ୟାଣ୍ଡିଂ ଗିୟର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
An Air India flight has landed safely at Trichy Airport in Tamil Nadu | Argus News