Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୭୦୦ ଫୁଟ ଗଭିର ଖାଲକୁ ଖସିଲା ସେନା ଟ୍ରକ, ୪ ଯବାନ ମୃତ

Ritu Das
Browse all articles by Ritu Das
·1 year ago
୭୦୦ ଫୁଟ ଗଭିର ଖାଲକୁ ଖସିଲା ସେନା ଟ୍ରକ, ୪ ଯବାନ ମୃତ

ଅର୍ଗସ ବ୍ୟୁରୋ: ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ । ପାକ୍ୟୋଙ୍ଗ ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ୪ ଜଣ ଯବାନ ସହିଦ ହୋଇଛନ୍ତି । ଗାଡ଼ିଟି ସିଲ୍କ ମାର୍ଗ ଦେଇ ପେଡୋଙ୍ଗରୁ ଜୁଲୁକ ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । 

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ସେନା ଡ୍ରାଇଭର ପ୍ରଦୀପ ପଟେଲ, ମଣିପୁରର ଆର୍କିଟେକ୍ଟ ଡବ୍ଲୁ ପିଟର, ହରିୟାଣାର ନାୟକ ଗୁରସେବ ସିଂହ ଓ ତାମିଲନାଡୁର ସୁବେଦାର କେ ଥାଙ୍ଗାପାଣ୍ଡି ଅଛନ୍ତି । ସହିଦ ଯବାନ ପଶ୍ଚିମବଙ୍ଗର ବିନାଗୁଡ଼ିସ୍ଥିତ ଗୋଟିଏ ୟୁନିଟ୍ରରେ କାର୍ଯ୍ୟରତ ଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
An army truck | Argus News