Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରଦୂଷଣର ହଟସ୍ପଟ ବନିଛି ଦିଲ୍ଲୀ ଆନନ୍ଦ ବିହାର

Banajyotshna Ray
Browse all articles by Banajyotshna Ray
·1 year ago
ପ୍ରଦୂଷଣର ହଟସ୍ପଟ ବନିଛି ଦିଲ୍ଲୀ ଆନନ୍ଦ ବିହାର

ଅର୍ଗସ ବ୍ୟୁରୋ:  ଦିଲ୍ଲୀ ପ୍ରଦୂଷଣକୁ ନେଇ ତେଜୁଛି ରାଜନୀତି । ବଢୁଛି ଲୋକଙ୍କ ଚିନ୍ତା । ପ୍ରଦୂଷଣର ହଟସ୍ପଟ ବନିଛି ଆନନ୍ଦ ବିହାର । ଆଜି ବି ଦିଲ୍ଲୀର ବହୁ ସ୍ଥାନରେ AQI 3 ଶହ ଅତିକ୍ରମ କରିଛି । ଦିଲ୍ଲୀ ପରିବେଶ ମନ୍ତ୍ରୀ ଆନନ୍ଦ ବିହାର ଗସ୍ତ କରିକରି ସ୍ଥିତି ପରଖିଛନ୍ତି । ସେପଟେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ 325 ସ୍ମଗ ଗନ ଲଗାଯିବା ସହ 99ଟି ଟିମ୍ ଗଠନ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଅତିଶୀ ମାରଲେନା । ଆଜି ନୂଆଦିଲ୍ଲୀ, ନୋଇଡ଼ା,ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦରେ AQI 3 ଶହ ଉପରେ ରହିଛି । ସ୍ଥିତି ସଙ୍ଗୀନ ହେଉଥିବାରୁ ଦିଲ୍ଲୀ ସରକାର ଖୁବଶୀଘ୍ର GRAP-2 କଟକଣା ଲାଗୁ କରିବାକୁ ଯୋଜନା କରୁଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored