ଅନନ୍ତ ଓ ରାଧିକାଙ୍କ ପ୍ରାକ୍ ବିବାହ ଉତ୍ସବରେ ବଡ ବଡ ସେଲିବ୍ରିଟି

ଅର୍ଗସ ବ୍ୟୁରୋ: ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ପ୍ରାକ୍ ବିବାହ ଉତ୍ସବ ଆରମ୍ଭ ହୋଇଯାଇଛି । ଗୁଜୁରାଟର ଜାମନଗରରେ ଧୁମଧାମ୍ ରେ ଆୟୋଜିତ ହୋଇଛି ଉତ୍ସବ । ଏହି ଉତ୍ସବରେ ସାରା ବିଶ୍ୱରେ ଚର୍ଚ୍ଚିତ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ କ୍ରିଡାବିତ, ବଲିଉଡ ତାରକା, ଶିଳ୍ପ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି । ତିନି ଦିନ ଧରି ଚାଲିବ ଏହି ଉତ୍ସବ । ଅମ୍ବାନୀଙ୍କ ପରିବାର ପକ୍ଷରୁ 1000ରୁ ଅଧିକ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି ।
ଜମାନଗରରେ ବଲିଉଡ ଅଭିନେତା ଅଜୟ ଦେବଗନ୍ ଓ ତାଙ୍କ ପରିବାର
ବ୍ଲାକ୍ ଆଉଟଫିଟ୍ ରେ ଅକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ

ଅନନ୍ତ, ରାଧିକାଙ୍କ ପ୍ରି ୱେଡିଂ ଉତ୍ସବରେ ସାମିଲ ହେଲେ କରିନା କପୁର, ସୈଫ ଅଲ୍ଲି ଖାନ ଓ ଟୈମୁର
ବ୍ଲାକ୍ ଆଉଟ ଫିଟ୍ ରେ ଅଜୟ ଦେବଗନ ଓ ଅକ୍ଷୟ କୁମାର
ଜାମନଗରରେ ଧୋନୀ ଓ ପତ୍ନୀ ସାକ୍ଷ୍ସୀ, କ୍ରିକେଟର ବ୍ରାଭୋ
ପ୍ରି ୱେଡିଂ ଉତ୍ସବରେ ଯୋଗ ଦେଲେ ସଦ୍ ଗୁରୁ

ପ୍ରି ୱେଡିଂ ସେଲିବ୍ରେସନରେ ଯୋଗ ଦେଲେ ଫେସବୁକ ସିଇଓ ମାର୍କ ଜୁକରବର୍ଗ

ସେଲିବ୍ରେସନରେ ଯୋଗ ଦେଲେ ପପ୍ ଷ୍ଟାର୍ ରିହାନା..କହିଲେ 'ଖୁବ ଭଲ ଲାଗିଲା, ପୁଣି ଥରେ ଭାରତ ଆସିବି'

📱 Get Argus News App
✨ପ୍ରି ୱେଡିଂ ସେଲିବ୍ରେସନରେ ୟୁନିକ ଲୁକ୍ ରେ ନଜର ଆସିଲେ ନୀତା ଅମ୍ବାନୀ


ପାର୍ଟିରେ ଏମିତି ଥିଲା ନୀତା ଅମ୍ବାନୀ, ମୁକେଶ ଅମ୍ବାନୀ, ଆକାଶ ଅମ୍ବାନୀ,ଶ୍ଲୋକ ମେହତାଙ୍କ ଲୁକ୍ ...