ମୃତ୍ୟୁ ଆସିବା ପୂର୍ବରୁ ସ୍ୱପ୍ନରେ ଆସିଥାନ୍ତି ପୂର୍ବଜମାନେ

ନୂଆଦିଲ୍ଲୀ: ମ଼ୃତ୍ୟୁକୁ ସମସ୍ତେ ଡ଼ରନ୍ତି। ମୃତ୍ୟୁ ବେଳେ ମଣିଷ କଣ ଅନୁଭବ କରେ ଏବଂ କେତେ କଷ୍ଟ ହୋଇଥାଏ ? ଏସବୁ ଜାଣିବା ପାଇଁ ଆମ ଭିତରେ ଉତ୍ସୁକତା ରହିଥାଏ।
ମୃତ୍ୟୁ ସମୟରେ ମନୁଷ୍ୟ ସର୍ବଦା ସତ କହିଥାଏ। କିନ୍ତୁ ବହୁତ ଲୋକ ଏହା ଜାଣିବାକୁ ଚାହୁଁଥିବେ ଯେ, ପ୍ରକୃତରେ ମୃତ୍ୟୁ ସମୟରେ ଲୋକ କେମିତି ଅନୁଭବ କରନ୍ତି ? କଣ ଭାବନ୍ତି ? ତାଙ୍କର ଶେଷ ଶବ୍ଦ କଣ ଥାଏ ? ଜଣେ ନର୍ସ ଏହାର ଖୁଲାସା କରିଛନ୍ତି। ସେ କହିଛନ୍ତି କି ମୃତ୍ୟୁ ସମୟରେ ଅଧିକ ଲୋକ କେଉଁ ଶବ୍ଦ କୁହନ୍ତି। କଣ ଅନୁଭବ କରନ୍ତି ? ତାଙ୍କୁ କଣ ସବୁ ଦେଖାଯାଏ?
ଲସ୍ ଏଞ୍ଜେଲସ୍ରେ ବସବାସ କରୁଥିବା ଜଣେ ନର୍ସ ଏହା ବିଷୟରେ ଆଲୋଚନା କରିଛନ୍ତି। ନର୍ସ ଜଣଙ୍କ ଏଭଳି ଅନେକ ରୋଗୀଙ୍କ ସହ ରହିଛନ୍ତି , ଯେଉଁମାନଙ୍କର କିଛି ସମୟ ମଧ୍ୟରେ ମୃତ୍ୟୁ ହୋଇଛି। ସେ ଲୋକଙ୍କୁ ମରୁଥିବା ସମୟରେ ଦେଖିଛନ୍ତି। ନର୍ସ ଜଣଙ୍କ କୁହନ୍ତି କି ସେ ମୃତ୍ୟୁ କୁ ଡରନ୍ତି ନାହିଁ। କିନ୍ତୁ ବହୁତ ସାରା ଜିନିଷ ଏପରି ରହିଛି ଯାହା ବିଷୟରେ ଲୋକଙ୍କୁ ଜଣାଥିବା ଜରୁରୀ। ଯାହା ଜାଣିବା ପରେୋ ତାଙ୍କୁ ଏକ ଭଲ ଜୀବନଯାପନ କରିବାକୁ ସହାୟକ ହେବ।
ପ୍ରକୃତରେ ନର୍ସ ଜଣଙ୍କ ଏହା କହିଛନ୍ତି କି, ମୃତ୍ୟୁ ଆସିବା ପୂବରୁ ସବୁ ଲୋକଙ୍କ ସହ ଏହା ହୋଇଥାଏ। ପ୍ରକୃତରେ ମୃତ୍ୟୁର ଏକ ମାସ ପୂର୍ବରୁ ସେହି ଲୋକମାନେ ଏମିତି ଲୋକଙ୍କୁ ଦେଖନ୍ତି, ଯେଉଁମାନେ ପୂର୍ବରୁ ମରିଯାରିଥାନ୍ତି। ସେହି ଲୋକମାନଙ୍କ ବିଷୟରେ କଥାବାର୍ତ୍ତା ହେଉଥାନ୍ତି। ଯେତେବେଳେ ତାଙ୍କ, ଏହା ପଚରାଗଲା କି କଣ ପ୍ରକୃତରେ ଏପରି ହୁଏ। ନବର୍ସ ଜଣଙ୍କ କହିଥିଲେ ହଁ, ଏପରି ହୋଇଥାଏ। ପ୍ରକୃତରେ ସମସ୍ତଙ୍କ ପୂର୍ବଜମାନେ ତାଙ୍କୁ ଶାନ୍ତ୍ୱନା ଦେବାକୁ ଆସିଥାନ୍ତି। ସେମାନେ କେବଳ ତାଙ୍କ ପରିବାରର ଲୋକ ହୋଇଥାନ୍ତି। ନର୍ସ ଜଣଙ୍କ ଏହା ମଧ୍ୟ କହିଛନ୍ତି ଯେ, ମୃତ ବ୍ୟକ୍ତିମାନେ ଆସନ୍ତି ଯେଉଁମାନେ ମରିବାକୁ ଯାଉଥିବେ, ଆଉ କହୁନ୍ତି କି ମୁଁ ତୁମକୁ ଖୁବ ଶୀଘ୍ର ନେବାକୁ ଆସୁଛି, ତୁମର କେଉଁ ଜିନିଷ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ। କହିବାକୁ ଗଲେ ବହୁତ ଲୋକ ଏହା ଅନୁଭବ କରିଥାନ୍ତି। ଆଉ ଏହା ଏତେ ଭ୍ରାନ୍ତ ନୁହେଁ ଯାହା ତୁମେ ଭାବୁଛ ବୋଲି କହିଛନ୍ତି ନର୍ସ ଜଣକ।
ଅଧିକ ପଢନ୍ତୁ ଭାରତ ଖବର