Videos
|
National

ସାଧାରଣ ନିର୍ବାଚନ ତାରିଖ ଘୋଷଣା 

Manini Pattanayak
Browse all articles by Manini Pattanayak
·2 years ago
ସାଧାରଣ ନିର୍ବାଚନ ତାରିଖ ଘୋଷଣା 

ନୂଆଦିଲ୍ଲୀ: ବାଜିଲା ନିର୍ବାଚନୀ ବିଗୁଲ।  ସାଧାରଣ ନିର୍ବାଚନ ତାରିଖ ଘୋଷଣା  କରୁଛନ୍ତି  ଭାରତୀୟ ନିର୍ବାଚନ କମିଶନ।   ଲୋକସଭା ଓ ଓଡ଼ିଶା  ବିଧାନସଭା ପାଇଁ  ହେଉଛି ତାରିଖ ଘୋଷଣା।   ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଘୋଷଣା କରୁଛନ୍ତି ନିର୍ବାଚନ ତାରିଖ।      

ଦେଶରେ ମୋଟ 97 କୋଟି ଭୋଟର ପଞ୍ଜିକୃତ ଭୋଟର ରହିଛନ୍ତି।  ୯୭ କୋଟି ଭୋଟରଙ୍କ ପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍‌ ବ୍ୟବସ୍ଥା କରାଯାଇଛି। ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତ ଅଛନ୍ତି ଦେଢ କୋଟି ପୋଲିଂ ଅଫିସର। ଭୋଟ୍‌ ଗ୍ରହଣ ପାଇଁ ପ୍ରସ୍ତୁତ ରହିଛି ୫୫ ଲକ୍ଷ ଇଭିଏମ୍‌ ବୋଲି ସୂଚନା ଦେଲେ ଭାରତୀୟ ନିର୍ବାଚନ କମିଶନ। ପ୍ରଥମ ଥର ଭୋଟ୍‌ ଦେବେ ୧.୮୨ କୋଟି ଭୋଟର ।  ମସସ୍ତଙ୍କୁ ଭୋଟ୍‌ ଦେବାକୁ ଅନୁରୋଧ କଲେ ମୁଖ୍ୟ ନିର୍ବାଚନ କମିଶନ  ।   
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Announcement of General Election Date | Argus News