ବିଜାପୁରରେ ପୁଣି ଏନକାଉଣ୍ଟର, ଟଳିଲେ ୪ ମାଓବାଦୀ
·2 years ago

ଅର୍ଗସ ବ୍ୟୁରୋ: ବିଜାପୁରରେ ପୁଣି ଏନକାଉଣ୍ଟର । ଟଳିଲେ 4 ହାର୍ଡକୋର ମାଓବାଦୀ । ନିର୍ବାଚନ ପୂର୍ବରୁ ସୁରକ୍ଷାବାହିନୀଙ୍କୁ ମିଳିଛି ବଡ ସଫଳତା । ବିଜାପୁର ଗଙ୍ଗାଲୁର ଥାନା କୋରଚଳି ଏବଂ ଲୋନ୍ଦ୍ରା ଅଂଚଳରେ କୁମ୍ବିଙ୍ଗ ଅପରେସନ ସମୟରେ ବଡ ଧରଣର ଏନକାଉଣ୍ଟର ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଗୁଳିବିନିମୟ ଚାଲିଥିବାବେଳେ ଆହୁରି ଅଧିକ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଗତ 27 ତାରିଖରେ ବିଜାପୁର ଏନକାଉଣ୍ଟରରେ ଟଳିଥିଲେ 6 ମାଓବାଦୀ ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: