Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News -   ଦିଲ୍ଲୀ ଏନସିଆରରେ AQI ୪୫୦ ଟପିଲା 

National

  ଦିଲ୍ଲୀ ଏନସିଆରରେ AQI ୪୫୦ ଟପିଲା 

Manini Pattanayak
Browse all articles by Manini Pattanayak
·2 years ago
  ଦିଲ୍ଲୀ ଏନସିଆରରେ AQI ୪୫୦ ଟପିଲା 

ନୂଆଦିଲ୍ଲୀ:  ଉତ୍କଟ ରୂପ ଧାରଣ କରିଛି ଦିଲ୍ଲୀ ପ୍ରଦୂଷଣ । ଦିଲ୍ଲୀ ଏନସିଆରରେ AQI ୪୫୦ ଟପିଛି। ପବନରେ ୫ ଗୁଣା ଅଧିକ ବିଷ। ଦିଲ୍ଲୀ ଆରକେପୁରମରେ ଏୟାର କ୍ବାଲିଟି ଇଣ୍ଡେକ୍ସ ସର୍ବାଧିକ ୪୬୬ ରହିଛି। ଦିଲ୍ଲୀ ପରିବହନ ବିଭାଗ ପକ୍ଷରୁ ଏନେଇ ଆଡଭାଇଜରି ଜାରି ହୋଇଛି।

ଅଧିକ ପଢନ୍ତୁ: ଗମ୍ଭୀର ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ; ଆସନ୍ତା 10 ଯାଏ ସବୁ ସ୍କୁଲ୍ ବନ୍ଦ

ସିପିସିଭି ଅନୁସାରେ ଏୟାର କ୍ବାଲିଟି ଇଣ୍ଡେକ୍ସ ଗମ୍ଭୀର ସ୍ତରରେ ରହିଛି। ଅଧିକାଂଶ ଅଂଚଳରେ ଏହା ୪୫୦ ଉପରେ ରହିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସ୍ଥିତି ଉପରେ ନିୟମିତ ନଜର ରଖିଛି। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଧୂଆଁ ଧୂଆଁ ରହୁଛି। ନିଶ୍ବାସ ପ୍ରଶ୍ବାସ ନେବା କଷ୍ଟକର ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ଖବର ଆହୁରି ପଢନ୍ତୁ

Painting
Sponsored
Delhi's pollution has reached a peak. AQI tops 450 in Delhi NCR. 5 times more poison in the air. | Argus News