Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜମ୍ମୁ-କାଶ୍ମୀରରେ ଘାଟିକୁ ଖସିଲା ସେନା ଟ୍ରକ

National

ଜମ୍ମୁ-କାଶ୍ମୀରରେ ଘାଟିକୁ ଖସିଲା ସେନା ଟ୍ରକ

Smruti Parija
Browse all articles by Smruti Parija
·12 months ago
ଜମ୍ମୁ-କାଶ୍ମୀରରେ ଘାଟିକୁ ଖସିଲା ସେନା ଟ୍ରକ

ଘାଟିକୁ ଖସିଲା ସେନା ଟ୍ରକ । ଦୁର୍ଘଟଣାରେ ୩ ଜଣ ଯବାନ ସହିଦ । ଜମ୍ମୁ-କାଶ୍ମୀର ରାମବାନର ବ୍ୟାଟେରୀ ଚଷମାରେ ସେନା ଟ୍ରକଟି ପ୍ରାୟ 200-300 ମିଟର ତଳ ଘାଟିକୁ ଖସି ପଡ଼ିଛି । ଏଥିରେ ୩ ଜଣ ଯବାନଙ୍କ ମୃତ୍ୟୁ ନେଇ ସୂଚନା ମିଳିଛି । ସ୍ଥାନୀୟ ପୋଲିସ, SDRF, ସେନା ଏବଂ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଟ୍ରକଟି ଜମ୍ମୁରୁ ଶ୍ରୀନଗର ଯାଉଥିଲା । ମୃତଦେହ ଗୁଡ଼ିକୁ ରାମବାନ ଜିଲ୍ଲା ହସ୍ପିଟାଲକୁ ଅଣାଯାଉଛି । ମୃତ ଯବାନ ହେଉଛନ୍ତି ଅମିତ କୁମାର, ସୁଜିତ କୁମାର, ମନ ବାହାଦୂର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
army-soldiers-killed-as-truck-falls-into-deep-gorge | Argus News