Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିଭିନ୍ନ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ

National

ବିଭିନ୍ନ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ

Banajyotshna Ray
Browse all articles by Banajyotshna Ray
·2 years ago
ବିଭିନ୍ନ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ

ଅର୍ଗସ ବ୍ୟୁରୋ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏଥିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଭାରତ ଉପରେ ବିଶେଷ ଗୁରୁତ୍ୱ ଦେଉଥିବାର ନଜିର ରହିଛି । ଆଜି କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ କରିବେ ମାରାଥନ ପ୍ରଚାର । ମହୀଶୁର ଓ ମାଙ୍ଗାଲୋରରେ ବିଜୟ ଶଙ୍ଖନାଦ ଦେବେ ମୋଦି।  କର୍ଣ୍ଣାଟକରେ ଆଜି ବିଶାଳ ରୋଡ଼ ସୋ ସହ ଜନସଭାକୁ ସମ୍ବୋଧିତ କରି ଦେବେ ଗୁରୁମନ୍ତ୍ର । ତେବେ ଏନଡିଏର, ଅବ କି ବାର ୪୦୦ ପାର ଲକ୍ଷ୍ୟ ପୂରା କରିବାକୁ ପ୍ରଧାନମନ୍ତ୍ରୀ ଜାରି ରଖିଛନ୍ତି ମାରାଥନ ପ୍ରଚାର ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
As the general elections are approaching, various political parties are busy preparing their strategies | Argus News