୭୮ତମ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ NSEର MD, ସିଇଓ ଆଶିଷ କୁମାର ଚୌହାନ
·1 year ago

ଅର୍ଗସ ବ୍ୟୁରୋ: ଆଜି ଭାରତ ପାଳୁଛି ୭୮ତମ ସ୍ବାଧୀନତା ଦିବସ। ଏହି ଅବସରରେ NSEର MD ଏବଂ ସିଇଓ, ଆଶିଷ କୁମାର ଚୌହାନ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଉ ମଧ୍ୟ କହିଛନ୍ତି ଆସନ୍ତୁ ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସମ୍ମାନିତ କରିବା।
ଯେଉଁମାନେ ଏକ ପ୍ରଗତିଶୀଳ ତଥା ସମୃଦ୍ଧ ଦେଶକୁ କଳ୍ପନା କରିଥିଲେ। ଶକ୍ତିଶାଳୀ ରାଷ୍ଟ୍ର କରିବା ଦିଗରେ NSE ନିବେଶକମାନେ ନିରନ୍ତର ପ୍ରୟାସରେ ପୁଞ୍ଜି ବଜାରକୁ ବୃଦ୍ଧି କରିବାରେ ଲାଗିଛନ୍ତି। ଆଜି ଦେଶ ସମୃଦ୍ଧ ହେବାରେ ଲାଗିଛି। ସମସ୍ତଙ୍କୁ ସ୍ବାଧୀନତା ଦିବସର ଶୁଭକାମନା।
ଅଧିକ ପଢ଼ନ୍ତୁ ବାଣିଜ୍ୟ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: