Videos
|
National

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା

Smruti Parija
Browse all articles by Smruti Parija
·1 year ago·1 min read
ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା

Key Points

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା

ଆସାମର ଶିକ୍ଷା ଭିତ୍ତିଭୂମିକୁ ବୃଦ୍ଧି ଏବଂ ବିସ୍ତାର ପାଇଁ ହେଲା ଆଲୋଚନା

ପ୍ରଧାନମନ୍ତ୍ରୀ ପୂର୍ବୋଦୟର ବିକାଶ ନେଇ ଗୁରୁତ୍ୱ

ଆସାମର ଶିକ୍ଷା, ଗବେଷଣା, ନବସୃଜନ ଏବଂ ଉଦ୍ୟୋଗିତା ପରିଦୃଶ୍ୟକୁ ସୁଦୃଢ଼ କରିବା ଏବଂ ସମାଧାନ-କେନ୍ଦ୍ରିକ ଜ୍ଞାନ ଏବଂ ଗବେଷଣାର ଏକ ପ୍ରମୁଖ କେନ୍ଦ୍ର ଭାବରେ ଆସାମକୁ ପ୍ରତିଷ୍ଠା କରିବା ଉପରେ ଆଲୋଚନା ହୋଇଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ନିଜର ସୋସିଆଲ ମିଡ଼ିଆରେ ଉଲ୍ଲେଖ କରିଛନ୍ତି ।


ପ୍ରଧାନମନ୍ତ୍ରୀ ପୂର୍ବୋଦୟର ବିକାଶ ନେଇ ଗୁରୁତ୍ୱ ଦେଉଛନ୍ତି । ଆସାମର ଶିକ୍ଷାଗତ ପ୍ରାଥମିକତା ପୂରଣ କରିବା ଏବଂ ଏହାର ପ୍ରତିଭାଶାଳୀ ଜନସଂଖ୍ୟାକୁ 21 ଶତାବ୍ଦୀର ସୁଯୋଗ ସହିତ ଯୋଡ଼ିବା ପାଇଁ ପ୍ରତିବଦ୍ଧ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆସାମର ଶିକ୍ଷା ଭିତ୍ତିଭୂମିକୁ ବୃଦ୍ଧି ଏବଂ ବିସ୍ତାର କରିବା ପାଇଁ ଆମେ ଏକ ବହୁତ ଭଲ ଆଲୋଚନା କରିଛୁ । ଆଗାମୀ ଦିନରେ ଏହି କ୍ଷେତ୍ରରେ କିଛି ରୋମାଞ୍ଚକର ବିକାଶ ପାଇଁ ଅପେକ୍ଷା କରୁଛି ବୋଲି ହେମନ୍ତ ବିଶ୍ୱ ଶର୍ମା ଉଲ୍ଲେଖ କରିଛନ୍ତି ।

assam-cm-hemant-biswa-sarma-meets-dharmendra-pradhan-pm-stresses-on-development-of-morning | Argus News