Assam Exit Poll / ଆସାମରେ ପୋଛି ନେବ NDA; ୮୮ରୁ ୧୦୦ ଆସନ ଜିତିବା ନେଇ ଆକଳନ
·1 hour ago·2 min read

Key Points
ଆସାମରେ ପୁଣି କ୍ଷମତାସୀନ ହେବ ବିଜେପି ନେତୃତ୍ଵାଧିନ NDA । ୧୨୬ ବିଧାନସଭା ଆସନ ବିଶିଷ୍ଟ ଆସାମରେ NDAକୁ ବହୁମତ ମିଳିବ ବୋଲି ଦର୍ଶାଇଛି ଏକଜିଟ୍ ପୋଲ ।
ନୂଆଦିଲ୍ଲୀ: ଆସୁଛି ଏକଜିଟ୍ ପୋଲ (Exit Poll) ଆକଳନ । ଏକଜିଟ୍ ପୋଲ ଆକଳନ ଅନୁସାରେ, ଆସାମରେ ପୁଣି କ୍ଷମତାସୀନ ହେବ ବିଜେପି ନେତୃତ୍ଵାଧିନ NDA । ୧୨୬ ବିଧାନସଭା ଆସନ ବିଶିଷ୍ଟ ଆସାମରେ NDAକୁ ବହୁମତ ମିଳିବ ବୋଲି ଦର୍ଶାଇଛି ଏକଜିଟ୍ ପୋଲ ।
ଆକ୍ସିସ୍ ମାଇଁ ଇଣ୍ଡିଆ ଏକଜିଟ୍ ପୋଲ ଅନୁସାରେ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମାଙ୍କୁ ବହୁମତ ମିଳିବ । ସର୍ଭେ ଅନୁସାରେ, ଆସାମରେ NDA ୮୮ରୁ ୧୦୦ ଆସନ ପାଇବ । ଏକଜିଟ୍ ପୋଲ ସତ ହେଲେ ତୃତୀୟ ଥର ପାଇଁ ବିଜେପି ଆସାମରେ ସରକାର ଗଢ଼ିବ ।
ଆକ୍ସିସ୍ ମାଇଁ ଇଣ୍ଡିଆର ଏକଜିଟ୍ ପୋଲ ଅନୁସାରେ, ବିଜେପି ଓ ସହଯୋଗୀଙ୍କୁ ୮୮ରୁ ୧୦୦ ଆସନ ମିଳିବ । କଂଗ୍ରେସ ଓ ସହଯୋଗୀ ପାଇବେ ୨୪ରୁ ୩୬ ଆସନ ।
ସେହିଭଳି ମାଟ୍ରିଜ୍ର ଏକଜିଟ୍ ପୋଲ ଅନୁସାରେ, ବିଜେପି ଓ ସହଯୋଗୀହ୍କୁ ୮୫ରୁ ୯୫ ଆସନ ମିଳିବ । କଂଗ୍ରେସ ଓ ସହଯୋଗୀ ୨୫ରୁ ୩୨ ଆସନରେ ଅଟକିବେ । ୬ରୁ ୧୨ଟି ଆସନ ଅନ୍ୟ ଦଳ ଓ ସ୍ଵାଧୀନ ପ୍ରାର୍ଥୀଙ୍କୁ ଯିବ ।
ଏପ୍ରିଲ୍ ୯ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଆସାମର ୧୨୬ ଆସନ ପାଇଁ ମତଦାନ ହୋଇଥିଲା । ଆସାମରେ ରେକର୍ଡ ୮୫.୩୮ ପ୍ରତିଶତ ମଦତାନ ରେକର୍ଡ କରାଯାଇଛି । ଆସନ୍ତା ମେ ୪ ତାରିଖରେ ପଶ୍ଚିମବଙ୍ଗ, କେରଳ, ତାମିଲନାଡ଼ୁ, ପୁଡୁଚେରୀ ସହ ଆସାମ ବିଧାନସଭା ନିର୍ବାଚନ ଫଳାଫଳ ଆସିବ ।

#BreakingNews I Exit poll predicts #BJP government in #Assam.
— Argus News (@ArgusNews_in) April 29, 2026
Axis My India:
BJP+: 88 to 100
Congress+: 24 to 36
OTH: 000
Matrize: BJP+: 85 to 95
Congress+: 25 to 32
OTH: 06 to 12 pic.twitter.com/MNccPKhCx7
ଆକ୍ସିସ୍ ମାଇଁ ଇଣ୍ଡିଆର ଏକଜିଟ୍ ପୋଲ ଅନୁସାରେ, ବିଜେପି ଓ ସହଯୋଗୀଙ୍କୁ ୮୮ରୁ ୧୦୦ ଆସନ ମିଳିବ । କଂଗ୍ରେସ ଓ ସହଯୋଗୀ ପାଇବେ ୨୪ରୁ ୩୬ ଆସନ ।
ସେହିଭଳି ମାଟ୍ରିଜ୍ର ଏକଜିଟ୍ ପୋଲ ଅନୁସାରେ, ବିଜେପି ଓ ସହଯୋଗୀହ୍କୁ ୮୫ରୁ ୯୫ ଆସନ ମିଳିବ । କଂଗ୍ରେସ ଓ ସହଯୋଗୀ ୨୫ରୁ ୩୨ ଆସନରେ ଅଟକିବେ । ୬ରୁ ୧୨ଟି ଆସନ ଅନ୍ୟ ଦଳ ଓ ସ୍ଵାଧୀନ ପ୍ରାର୍ଥୀଙ୍କୁ ଯିବ ।
ଏପ୍ରିଲ୍ ୯ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଆସାମର ୧୨୬ ଆସନ ପାଇଁ ମତଦାନ ହୋଇଥିଲା । ଆସାମରେ ରେକର୍ଡ ୮୫.୩୮ ପ୍ରତିଶତ ମଦତାନ ରେକର୍ଡ କରାଯାଇଛି । ଆସନ୍ତା ମେ ୪ ତାରିଖରେ ପଶ୍ଚିମବଙ୍ଗ, କେରଳ, ତାମିଲନାଡ଼ୁ, ପୁଡୁଚେରୀ ସହ ଆସାମ ବିଧାନସଭା ନିର୍ବାଚନ ଫଳାଫଳ ଆସିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories