Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆସାମରେ ଗୋମାଂସ ବ୍ୟାନ୍

Banajyotshna Ray
Browse all articles by Banajyotshna Ray
·1 year ago
ଆସାମରେ ଗୋମାଂସ ବ୍ୟାନ୍

ଅର୍ଗସ ବ୍ୟୁରୋ:  ଆସାମରେ ଗୋମାଂସ ବ୍ୟାନ୍ । ହୋଟେଲ, ରେଣ୍ଟୋରାଣ୍ଟ ଏବଂ ସାର୍ବଜନିକ ସ୍ଥାନରେ ଗୋମାଂସ ଉପରେ ନିଷେଧାଦେଶ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟ କ୍ୟାବିନେଟ ବୈଠକରେ ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ନେଇ ନିଷ୍ପତ୍ତି ନିଆଯାଇଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା । ଏଣିକି ଆସାମର କୌଣସି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ସାର୍ବଜନୀନ ସ୍ଥାନରେ ଗୋମାଂସ ମିଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Assam Government Imposes Complete Beef Ban in Public Spaces and Restaurants | Argus News