Videos
|
National

କୋଭିଶିଲ୍ଡକୁ ନେଇ ଚିନ୍ତା....

Rashmita Mishra
Browse all articles by Rashmita Mishra
·2 years ago·1 min read
କୋଭିଶିଲ୍ଡକୁ ନେଇ ଚିନ୍ତା....

ଅର୍ଗସ ବ୍ୟୁରୋ :ବର୍ତ୍ତମାନ କୋରୋନା ଟିକା କୋଭିଶିଲ୍ଡକୁ ନେଇ ଚିନ୍ତା ଦେଖାଦେଇଛି । ଯୋଉଁ ମାନେ ଏହି ଟିକା ନେଇଛନ୍ତି ସେମାନଙ୍କ ପାଖରେ ଅନେକ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଉଛି ବୋଲି ଅଭିଯୋଗ ଆସିଛି ଆଉ ସେଇ ଅଭିଯେଗକୁ  ବ୍ରିଟେନର ଏକ କୋର୍ଟରେ ତଥ୍ୟ ଦାଖଲ କରିବା ସହ ଅଭିଯୋଗର ସତ୍ୟତାକୁ ସ୍ୱୀକାର କରିଛି  ।ଏହାକୁ ପସ୍ତୁତ କରିଥିଵା କମ୍ପାନୀ ଆଷ୍ଟ୍ରା ଜେନେକା କୋଭିଶିଲ୍ଡ ଜାବରରେ ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଛି ବୋଲି ସ୍ୱୀକାର କରିଛି। 

ଥ୍ରମ୍ବୋସିସ୍ ୱିଥ୍ ଥ୍ରମ୍ବୋସାଇଟୋପେନିଆ କାରଣରରୁ ରକ୍ତ ଜମାଟ ବାନ୍ଧିବା ଓ ପ୍ଲଟେଲେଟ ମତ୍ରା କମିଥାଏ ତାସହ ହୃଦଘାତ ଏବଂ ମସ୍ତଷ୍କ ଉପରେ ମଧ୍ୟ କୁ ପ୍ରଭାବ ପକାଉଛି ଯାହା ଦ୍ଵାରା ବହୁତକ୍ଷି ଘଟିଥାଏ । 

ଏହା ବହୁତ ବିରଳ ବୋଲି କୋର୍ଟରେ ଦାଖଲ କରିଥିବା  ତଥ୍ୟରେ କମ୍ପାନୀ ପକ୍ଷରୁ କୁହାଯାଇଛି ।ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି । ଟିକା ତିଆରି କରିଥିଵା  କମ୍ପାନୀ ଆଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ଏହି ଟିକା ସମ୍ପୂର୍ଣ୍ଣ ନିରାପଦ ନୁହେଁ ବୋଲି ଏବେ ପ୍ରମାଣିତ ହୋଇଛି ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: