Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅଜ୍ଞାତ ବନ୍ଧୁକଧାରୀଙ୍କୁ ଆଖିବୁଜା ଗୁଳିମାଡ଼ 

National

ଅଜ୍ଞାତ ବନ୍ଧୁକଧାରୀଙ୍କୁ ଆଖିବୁଜା ଗୁଳିମାଡ଼ 

Manini Pattanayak
Browse all articles by Manini Pattanayak
·1 year ago
ଅଜ୍ଞାତ ବନ୍ଧୁକଧାରୀଙ୍କୁ ଆଖିବୁଜା ଗୁଳିମାଡ଼ 

ନୂଆଦିଲ୍ଲୀ:  ପାକିସ୍ତାନର ବଲୁଚିସ୍ତାନର ଅଜ୍ଞାତ ବନ୍ଧୁକଧାରୀଙ୍କୁ ଆଖିବୁଜା ଗୁଳିମାଡ଼ । ଆକ୍ରମଣରେ କ୍ୱେଟାର କୋଇଲା ଖଣିରେ ୨୦ ଖଣି କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଆତଙ୍କବାଦୀ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଥିଲେ ବି ଏଯାଏ ଗୁଳିକାଣ୍ଡ ପାଇଁ ନିଜକୁ ଦାୟୀ କରିନାହାନ୍ତି କୌଣସି ଆତଙ୍କବାଦୀ ସଂଗଠନ । ଗୁରୁବାର ବିଳମ୍ବିତ ରାତିରେ ଫେରିବାବେଳେ ଏହି ଘଟଣା ଘଟିଥିଲା ।  ମୃତକଙ୍କ ମଧ୍ୟରେ ୩ ଜଣ ଓ ଗୁରୁତରଙ୍କ ମଧ୍ୟରେ ୪ ଜଣ ପାକିସ୍ତାନ ନାଗରିକ ବୋଲି ଜଣାଯାଇଛି। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
At least 22 miners were killed and seven injured in an armed attack on a coal mine in Balochistan, Pakistan. | Argus News