Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ତ୍ରିପୁରାରେ ମନ୍ଦିର ଉଦଘାଟନ ସଭାରେ ପହଞ୍ଚି ପାକିସ୍ତାନ ଉପରେ ବର୍ଷିଲେ

Ritu Das
Browse all articles by Ritu Das
·1 year ago
ତ୍ରିପୁରାରେ ମନ୍ଦିର ଉଦଘାଟନ ସଭାରେ ପହଞ୍ଚି ପାକିସ୍ତାନ ଉପରେ ବର୍ଷିଲେ

ଅର୍ଗସ ବ୍ୟୁରୋ: ପାକିସ୍ତାନ ପୁରା ମାନବ ସମାଜ ପାଇଁ କ୍ୟାନସର। ସମୟ ପୂର୍ବରୁ ଏହାର ଚିକିତ୍ସା ଜରୁରୀ । ଏଥିପାଇଁ ସମସ୍ତଙ୍କୁ ଏକାଠି ହେବାକୁ ପଡିବ। ତ୍ରିପୁରାରେ ସିଦ୍ଧେଶ୍ବରୀ ମନ୍ଦିର ଉଦଘାଟନ ସମାରୋହରେ ଯୋଗଦେଇ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପାକିସ୍ତାନକୁ ସିଧା ଆକ୍ରମଣ କରିବା ସହ ସେ କହିଛନ୍ତି, କେବଳ ବଂଶୀରେ କାମ ଚଳିବ ନାହିଁ। 

ସୁରକ୍ଷା ପାଇଁ  ସୁଦର୍ଶନ ଚକ୍ର ମଧ୍ୟ ଜରୁରୀ। ଉତ୍ତରପ୍ରଦେଶରେ ଡବଲ୍ ଇଞ୍ଜିନ ସରକାର ଆସିବା ପରେ ଏକ ସୁରକ୍ଷିତ ପରିବେଶ ଲୋକମାନଙ୍କୁ ମିଳିଛି । ଦଙ୍ଗାକାରୀଙ୍କ ପାଇଁ ବୁଲଡୋଜର ଥିବା ବେଳେ ଭକ୍ତମାନଙ୍କ ପାଇଁ ରାମ ମନ୍ଦିରର ନିର୍ମାଣ ହୋଇଛି । ସେହିପରି ଦେଶ ବିଭାଜନ ପାଇଁ କଂଗ୍ରେସ ଉପରେ ଆକ୍ରମଣ କରିଛନ୍ତି ଯୋଗୀ ଆଦିତ୍ୟନାଥ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
At the temple | Argus News