Videos
|
National

ଦୀପାବଳିରେ୨୮ ଲକ୍ଷ ଦୀପ ସହିତ ଆଲୋକିତ ହେବ ଅଯୋଧ୍ୟା

Banajyotshna Ray
Browse all articles by Banajyotshna Ray
·1 year ago
ଦୀପାବଳିରେ୨୮ ଲକ୍ଷ ଦୀପ ସହିତ ଆଲୋକିତ ହେବ ଅଯୋଧ୍ୟା

ଅର୍ଗସ ବ୍ୟୁରୋ:  ଦୀପାବଳି ପର୍ବକୁ ନେଇ ସାରା ଦେଶରେ ଉତ୍ସାହର ବାତାବରଣ ରହିଛି। ଏଥର ଅଯୋଧ୍ୟା ୨୮ ଲକ୍ଷ ଦୀପ ସହିତ ଆଲୋକିତ ହେବ, ଯାହାର ପ୍ରସ୍ତୁତି ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ସେପଟେ ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପ୍ରବଣ ହୋଇ କହିଛନ୍ତି, ଏଥର ଦୀପାବଳି ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛନ୍ତି। ଏହାର କାରଣ ହେଉଛି ୫୦୦ ବର୍ଷର ଦୀର୍ଘ ଅପେକ୍ଷା ପରେ ମହାନ ଅଯୋଧ୍ୟା ମନ୍ଦିରରେ ଭଗବାନ ରାମଲାଲା ସ୍ଥାପନ ହେବା ପରେ ଏହା ହେଉଛି ପ୍ରଥମ ଦୀପାବଳି । ୫୦୦ ବର୍ଷ ପରେ ପ୍ରଭୁ ରାମ ଅଯୋଧ୍ୟାରେ ଥିବା ତାଙ୍କ ମନ୍ଦିରରେ ବସିଛନ୍ତି ଏବଂ ବସିବା ପରେ ଏହା ପ୍ରଥମ ଦୀପାବଳି ହେବ, ଯାହା ତାଙ୍କ ମନ୍ଦିରରେ ପାଳନ କରାଯିବ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: