Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିହାର ଆସେମ୍ବ୍ଲିଫ୍ଲୋର ଟେଷ୍ଟ ପୂର୍ବରୁ ହଟିଲେ ବାଚସ୍ପତି

National

ବିହାର ଆସେମ୍ବ୍ଲିଫ୍ଲୋର ଟେଷ୍ଟ ପୂର୍ବରୁ ହଟିଲେ ବାଚସ୍ପତି

Ritu Das
Browse all articles by Ritu Das
·2 years ago
ବିହାର ଆସେମ୍ବ୍ଲିଫ୍ଲୋର ଟେଷ୍ଟ ପୂର୍ବରୁ ହଟିଲେ ବାଚସ୍ପତି

ଅର୍ଗସ ବ୍ୟୁରୋ: ବିହାର ଆସେମ୍ବଲିରେ ଫ୍ଲୋର ଟେଷ୍ଟ ପୂର୍ବରୁ ପଦରୁ ହଟିଲେ ବାଚସ୍ପତି ଅଓ୍ବାଧ ବିହାରୀ ଚୌଧୁରୀ। ସୋମବାର ବିହାର ବିଧାନସଭାର ପ୍ରକ୍ରିୟା ଆରମ୍ଭ ହେବା ପରେ ବାଚସ୍ପତିଙ୍କୁ ଏହି ପଦବୀରୁ ହଟାଇବା ପାଇଁ ଏକ ପ୍ରସ୍ତାବ ଅଣାଯାଇ ଆଲୋଚନା କରାଯାଇଥିଲା। 

୧୨୫ ଜଣ ବିଧାୟକ ଅନାସ୍ଥା ପ୍ରସ୍ତାବ ସମର୍ଥନରେ ଭୋଟ କରିଥିବା ବେଳେ ୧୧୨ ଜଣ ବିରୋଧରେ ଭୋଟ କରିଥିଲେ। ଏହପରେ ଅଓ୍ବାଧ ବିହାରୀ ଚୌଧୁରୀଙ୍କୁ ତାଙ୍କ ପଦ ଛାଡିବାକୁ ପଡିଲା। ବର୍ତ୍ତମାନ ଫ୍ଲୋର ଟେଷ୍ଟରେ ଆସ୍ଥା ପ୍ରସ୍ତାବ ଜିତି ସରକାର ଗଢିବାକୁ ଯାଉଛନ୍ତି ନିତୀଶ କୁମାର।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bachaspati removed | Argus News