Bakrid Controversy / ବକ୍ରିଦ୍ ପୂର୍ବରୁ ବିବାଦ! ଖୋଲା ସ୍ଥାନରେ ଛେଳି ବଳି ରୋକିବାକୁ ଚିଠି ଲେଖିଲେ କିରିଟ ସୋମୈୟା
·7 mins ago·1 min read

Key Points
ବକ୍ରିଦ୍ ପୂର୍ବରୁ ବିବାଦ!
ଖୋଲା ସ୍ଥାନରେ ଛେଳି ବଳି ରୋକିବାକୁ ଚିଠି
ଚିଠି ଲେଖିଲେ ବରିଷ୍ଠ ବିଜେପି ନେତା କିରିଟ ସୋମୈୟା

ମୁମ୍ବାଇ୦୫/୧୧: ବକ୍ରିଦ୍ରେ ଖୋଲା ସ୍ଥାନ ଓ ଆବାସିକ ଅଞ୍ଚଳରେ ଛେଳି ବଳି ରୋକିବାକୁ ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା କିରିଟ ସୋମୈୟା। ଏନେଇ ସେ ବମ୍ବେ ମ୍ୟୁନିସିପାଲ କର୍ପୋରେସନ (BMC)କୁ ଚିଠି ଲେଖି କଠୋର ନିର୍ଦ୍ଦେଶାବଳୀ ଜାରି କରିବାକୁ ଦାବି କରିଛନ୍ତି।
ନିଜ ଚିଠିରେ ସୋମୈୟା ଉଲ୍ଲେଖ କରିଛନ୍ତି ଯେ, ବକ୍ରିଦ୍ ପୂର୍ବ ସନ୍ଧ୍ୟାରେ ଖୋଲା ସ୍ଥାନ ଓ ଆବାସିକ ଅଞ୍ଚଳରେ ପଶୁ ବଳିକୁ ରୋକିବା ପାଇଁ BMC ପକ୍ଷରୁ ସ୍ପଷ୍ଟ ନିୟମ ଜାରି କରାଯିବା ଆବଶ୍ୟକ। ଏଥିସହ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ମଧ୍ୟ ସେ ଦାବି କରିଛନ୍ତି।
ପଢନ୍ତୁ ଏହି ଖବର: କଟିବନି ବିଜୁଳି! ଧନତେରସରୁ ଛଟ୍ ପୂଜା ଯାଏଁ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ
କିରିଟ ସୋମୈୟାଙ୍କ ଯୁକ୍ତି ଅନୁସାରେ, ବକ୍ରିଦ୍ ସମୟରେ ପରିବେଶ ପ୍ରଦୂଷଣ, ଅଳିଆ ଆବର୍ଜନା ଏବଂ ପଶୁଙ୍କ ପ୍ରତି ନିଷ୍ଠୁରତା ରୋକିବା ଜରୁରୀ। ଏଥିପାଇଁ ନଗର ନିଗମ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରିବା ସହ ଆବଶ୍ୟକ ନିୟମ ଲାଗୁ କରିବାକୁ ସେ ଅନୁରୋଧ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories