Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରଶାନ୍ତ ଶତପଥିଙ୍କ ପରିବାରକଙ୍କୁ ୨୦ ଲକ୍ଷର ପ୍ରଦାନ କଲେ ବାଲେଶ୍ବର ଜିଲ୍ଲାପାଳ

Smruti Parija
Browse all articles by Smruti Parija
·1 year ago
ପ୍ରଶାନ୍ତ ଶତପଥିଙ୍କ ପରିବାରକଙ୍କୁ ୨୦ ଲକ୍ଷର ପ୍ରଦାନ କଲେ ବାଲେଶ୍ବର ଜିଲ୍ଲାପାଳ

ପେହଲଗାମ ଆତଙ୍କୀ ହାମଲାରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥିଙ୍କ ପରିବାରକଙ୍କୁ ମୁଖ୍ୟମନ୍ତ୍ରୀ ଘୋଷାଣା କରିଥିବା ୨୦ ଲକ୍ଷର ଅର୍ଥରାଶୀ ପ୍ରଦାନ କଲେ ବାଲେଶ୍ବର ଜିଲ୍ଲାପାଳ । ବାଲେଶ୍ବର ସାଂସଦଙ୍କ ସହିତ ସଦର ବିଧାୟକ ମାନସ ଦତ୍ତ ଓ ରେମୁଣା ବିଧାୟକ ଗୋବିନ୍ଦ ଦାସ ମଧ୍ୟ ଉପସ୍ଥିତ ରହିଥିଲେ । ସହାୟତା ଘୋଷଣାର ୧୦ଦିନ ଭିରତରେ ପରିବାରଙ୍କୁ ସହାୟତା ଯୋଗାଇଦିଆଯାଇଛି ।


ଗତ ଏପ୍ରିଲ 22 ତାରିଖରେ ପହଲଗାମ୍ ଆତଙ୍କୀ ଆକ୍ରମଣରେ ବାଲେଶ୍ୱରର ପ୍ରଶାନ୍ତ ଶତପତୀଙ୍କ ମୃତ୍ୟୁ ହୋଇଥିଲା । ସ୍ତ୍ରୀ, ପୁଅକୁ ସାଙ୍ଗରେ ନେଇ 4 ଦିନିଆ ଜମ୍ମୁ କଶ୍ମୀର ଟ୍ରିପ୍ ରେ ଯାଇଥିଲେ ପ୍ରଶାନ୍ତ । ହେଲେ ରୋପ ୱେ ର ମଜା ନେଉ ନେଉ ହଠାତ୍ ମୁଣ୍ଡରେ ବାଜିଥିଲା ଗୁଳି । ସ୍ତ୍ରୀ ପୁଅ ଆଖି ଆଗରେ ପ୍ରଶାନ୍ତ ଟଳିପଡିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
balasore-district-magistrate-gives-rs-20-lakh-to-prashant-satapathys-family | Argus News