Argus News - Home page: Odisha Latest News, Breaking News, Trending News, Live TV and more

English | ଓଡ଼ିଆ
Loading...
logoLive
Loading...

Argus News - 2024 ମାର୍ଚ୍ଚ ମାସ ଯାଏଁ ପିଆଜ ରପ୍ତାନି ଉପରେ ରୋକ 

2024 ମାର୍ଚ୍ଚ ମାସ ଯାଏଁ ପିଆଜ ରପ୍ତାନି ଉପରେ ରୋକ 

By: Manini Pattanayak

National| Fri, Dec 8 | 10:14 am

2024 ମାର୍ଚ୍ଚ ମାସ ଯାଏଁ ପିଆଜ ରପ୍ତାନି ଉପରେ ରୋକ 

ନୂଆଦିଲ୍ଲୀ: ପିଆଜ ରପ୍ତାନି ଉପରେ ରୋକ୍। 2024 ମାର୍ଚ୍ଚ ମାସ ଯାଏଁ ପିଆଜ ରପ୍ତାନି ଉପରେ ରୋକ ଲଗାଇଯାଇଛି। ଏନେଇ ଡିଜିଏଫଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦେଶ ପାଇଁ ପର୍ଯ୍ୟାପ୍ତ ପିଆଜ ଗଚ୍ଛିତ ରଖିବାକୁ କେନ୍ଦ୍ରସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କାରଣ ଦେଶରେ ପିଆଜ ଦର ବଢ଼ିବାରେ ଲାଗିଛି।

ଲୋକାଲ ମାର୍କେଟ ଗୁଡ଼ିକରେ ପିଆଜ କିଲୋ ପିଛା 60ରୁ 70 ଟଙ୍କାରେ ବିକ୍ରି ହେଉଛି। ତେବେ ଦର ନିୟନ୍ତ୍ରଣ ପାଇଁ ମାର୍କେଟରେ ଡିମାଣ୍ଡ ଅପେକ୍ଷା ସପ୍ଲାଏ ବଢ଼ାଇବାକୁ ପଡ଼ିବ, ତେଣୁ ରପ୍ତାନି ଉପରେ ରୋକ ଲଗାଯାଇଛି।  ପିଆଜ ଦର ନିୟନ୍ତ୍ରଣ ପାଇଁ ପୂର୍ବରୁ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର।
ଅଧିକ ପଢନ୍ତୁ ଭାରତ ଖବର 

Sponsored By!

Related Articles :