Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଥମୁନି ବାଂଲାଦେଶ ହିଂସା: ଇସ୍କନ ମନ୍ଦିରକୁ ଜାଳିଦେଲେ ବିକ୍ଷୋଭକାରୀ

National

ଥମୁନି ବାଂଲାଦେଶ ହିଂସା: ଇସ୍କନ ମନ୍ଦିରକୁ ଜାଳିଦେଲେ ବିକ୍ଷୋଭକାରୀ

Ritu Das
Browse all articles by Ritu Das
·1 year ago
ଥମୁନି ବାଂଲାଦେଶ ହିଂସା: ଇସ୍କନ ମନ୍ଦିରକୁ ଜାଳିଦେଲେ ବିକ୍ଷୋଭକାରୀ

ଅର୍ଗସ ବ୍ୟୁରୋ: ଅସମ୍ଭାଳ ହେଉଛି ବାଂଲାଦେଶ ହିଂସା। ବାଂଲାଦେଶ ଇସ୍କନ ମନ୍ଦିରକୁ ଜାଳିଦେଲେ ବିକ୍ଷୋଭକାରୀ। ଦେଶର ଖୁଲନା ଡିଭିଜନରେ ଅବସ୍ଥିତ ମେହେରପୁରର ଏକ ଇସ୍କନ୍ ମନ୍ଦିରକୁ ଏବେ ବିକ୍ଷୋଭକାରୀମାନେ ଟାର୍ଗେଟ କରିଛନ୍ତି। ମନ୍ଦିରକୁ ଭଙ୍ଗାରୁଜା କରାଯାଇ ନିଆଁ ଲାଗିଯାଇଛି। ନିଆଁ ଲଗାଯିବାରୁ ପ୍ରଭୁ ଜଗନ୍ନାଥ, ବଳଦେବ ଏବଂ ସୁଭଦ୍ରା ଦେବୀ ଜଳି ଯାଇଛନ୍ତି। 

ଯାହା ଗତ ୨୪ ଘଣ୍ଟା ମଧ୍ୟରେ ବାଂଲାଦେଶର ଏକାଧିକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି। ହାସିନାଙ୍କ ବହିଷ୍କାର ପରେ ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ଅବସ୍ଥା ଦିନକୁ ଦିନ ଅଧିକ ବୃଦ୍ଧି ପାଇବାରେ ଲାଗିଛି। ଅଶାନ୍ତି ମଧ୍ୟରେ ହିନ୍ଦୁ ମନ୍ଦିରଗୁଡିକ ଆକ୍ରମଣର ସମ୍ମୁଖୀନ ହେଉଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bangladesh | Argus News