Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୧୩୩ବର୍ଷର ରେକର୍ଡ ଭାଙ୍ଗିଲା ବେଙ୍ଗାଲୁରୁ: ଜୁନରେ ଦିନକରେ ସର୍ବାଧିକ ବର୍ଷା

Ritu Das
Browse all articles by Ritu Das
·2 years ago
୧୩୩ବର୍ଷର ରେକର୍ଡ ଭାଙ୍ଗିଲା ବେଙ୍ଗାଲୁରୁ: ଜୁନରେ ଦିନକରେ ସର୍ବାଧିକ ବର୍ଷା

ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ରବିବାର ଦିନକରେ ସର୍ବାଧିକ ବର୍ଷା ହୋଇଛି। ଏହି ବର୍ଷା ୧୩୩ ବର୍ଷର ରେକର୍ଡ ଭାଙ୍ଗିଛି। ଜୁନ ୨ରେ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ୧୧୧.୧ ମିମି ବର୍ଷା ଅଧିକ ହୋଇଥିବା ରେକର୍ଡ କରାଯାଇଛି। ଏହା ୧୩୩ ବର୍ଷରେ ସର୍ବାଧିକ। ଶେଷ ଥର ୧୮୯୧ ଜୁନ ୧୬ ତାରିଖରେ ୧୦୧.୬ ମିମି ବର୍ଷାଜଳ ରେକର୍ଡ ହୋଇଥିଲା।

ପାଣିପାଗ ବିଭାଗ ଜୁନ ୩ରୁ ୫ପର୍ଯ୍ୟନ୍ତ ସହରରେ ୟେଲୋ ଆଲର୍ଟ ଜାରି କରିଛନ୍ତି। ଅନ୍ୟପକ୍ଷେ ଦେଶରେ ଅନ୍ୟ ରାଜ୍ୟ ଗୁଡ଼ିକରେ ଗ୍ରୀଷ୍ମଲହରୀ ଜନିତ ଅଂଶୁଘାତ ଯୋଗୁ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। କେବଳ ନିର୍ବାଚନ ଡ୍ୟୁଟିରେ ଥାଇ ଅଂଶୁଘାତ ଯୋଗୁ ୩୩ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bengaluru breaks | Argus News